ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!

ଭୁବନେଶ୍ବର: ୨୦୧୯ ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଅପରାଧୀ ପ୍ରାର୍ଥୀଙ୍କ ପାଇଁ ଏଥର କଡ଼ାକଡ଼ି ନିୟମ କରିଛନ୍ତି ନିର୍ବାଚନ ଅ‍ାୟୁକ୍ତ। ପ୍ରାର୍ଥୀମାନେ ନିଜ ଅପରାଧ ସମ୍ପର୍କିତ ସମ୍ପୂର୍ଣ୍ଣ ବିବରଣୀ ଗଣମାଧ୍ୟମ ମାଧ୍ୟମରେ ସର୍ବସାଧାରଣରେ ପ୍ରକାଶ କରିବେ। ଏପରି ସ୍ଥଳେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହାେଇଥିବା ଜଣେ ଠକେଇ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଅ‍ାରୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କେନ୍ଦ୍ରୀୟ ଚୟନ କମିଟି ପାଖକୁ … Continue reading ସିମୁଳିଅ‍ାରୁ କଂଗ୍ରେସ୍ ପ୍ରାର୍ଥୀ ହେବେ ଠକେଇ ଅଭିଯୁକ୍ତ!