Odisha Link
Bridging the Missing Links in Odisha

୧୮ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ମୋଟ ୧୮ଟି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ।

୧-ପୁରୀ- ମହେଶ୍ୱର ମହାନ୍ତି

୨- ଜଟଣୀ –ବିଭୂତି ବଳବନ୍ତ ରାୟ

୩- ବାରବାଟୀ କଟକ- ଦେବାଶିଷ ସାମନ୍ତରାୟ

୪- କଟକ ସଦର –ଚନ୍ଦ୍ରସାରଥୀ ବେହେରା

୫- ରେଙ୍ଗାଲି-ରିନା ତନ୍ତୀ

୬ ଜଶିପୁର- ଗୋଲଖ ବିହାରି ନାୟକ

୭-ବାଙ୍ଗିରିପୋଷି-ସୁଦାମ ମାରାଣ୍ଡି

୮- ସରଶକଣା-ଅମର ସିଂ ଟୁଡୁ

୯- ଉଦଳା -ଶ୍ରୀନାଥ ସୋରେନ

୧୦- ବାଲେଶ୍ୱର- ଜୀବନ ପ୍ରଦୀପ ଦାସ

୧୧- ଜଳେଶ୍ୱର -ଅଶ୍ୱିନୀ କୁମାର ପାତ୍ର

୧୨- ବଡସାହି –ବୃନ୍ଦାବନ ଦାସ

୧୩- ଭଦ୍ରକ -ସଞ୍ଜୀବ ମଲ୍ଲିକ

୧୪-ସୋରୋ-ପର୍ଶୁରାମ ଧଡା

୧୫- ବଡଚଣା -ଅମର ଶତପଥୀ

୧୬- ରାଜନଗର-ଧ୍ରୁବ ସାହୁ

୧୭-ପାରୀଦ୍ୱୀପ -ସମ୍ବିତ ରାଉତରାୟ

୧୮- ତିର୍ତୋଲ- ବିଷ୍ଣୁ ଦାସ

Comments are closed.