Odisha Link
Bridging the Missing Links in Odisha
Daily Archives

April 3, 2019

ଖଣ୍ଡପଡ଼ାରୁ ଲଢ଼ିବେନି ଅନୁଭବ, ସୌମ୍ୟଙ୍କ…

ନୟାଗଡ଼: ଖଣ୍ଡପଡ଼ା ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଜି ସ୍ବାଧୀନ ଭାବେ ନାମାଙ୍କନ ପତ୍ର ଦାଖଲ ପାଇଁ ଖଣ୍ଡପଡ଼ାର ବିଧାୟକ ଅନୁଭବ ପଟ୍ଟନାୟକ ଗତକାଲି ଠାରୁ ପ୍ରସ୍ତୁତି ଚଳାଇଥିବା ବେଳେ ହଠାତ ସେଥିରେ ଭଟ୍ଟା ପଡ଼ିଛି। ଅନୁଭବଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁସାରେ ସେ ବିଜୁ ଜନତା ଦଳ ପ୍ରାର୍ଥୀ…

ପାକିସ୍ତାନ ଅ‍ାଗରେ ଭାରତର ଦାବି, ୪୦୦…

ନୂଆଦିଲ୍ଲୀ: ୪୦୦ ଭାରତୀୟ କଏଦୀଙ୍କୁ ମୁକ୍ତ କରି ସ୍ୱଦେଶକୁ ଫେରାଇ ଦେଉ ବୋଲି ଗତକାଲି ଭାରତ ପାକିସ୍ତାନକୁ କହିଛି। ସେମାନଙ୍କ ସହ ଆଉ କିଛି କଏଦୀ ଯେଉଁମାନେ ଚାରି ପାଞ୍ଚ ବର୍ଷ ତଳୁ ଜେଲ ଦଣ୍ଡ ଭୋଗି ସାରିଲେଣି ସେମାନଙ୍କୁ ମଧ୍ୟ ଛାଡ଼ି ଦିଆଯାଉ ବୋଲି ଘଟଣାରେ ସମ୍ପୃକ୍ତ ସରକାରୀ ଅଧିକାରୀମାନେ କହିଛନ୍ତି।…

୯ ବିଧାନସଭା ଓ ୨ ଲୋକସଭା ଆସନ ପାଇଁ…

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଓଡ଼ିଶାର ୨ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ଆସନରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଯାଜପୁର ଲୋକସଭା ଆସନରୁ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି। ବାଲେଶ୍ୱର ବିଧାନସଭା ଆସନରୁ ମାନସ…