Odisha Link
Bridging the Missing Links in Odisha
Daily Archives

April 27, 2019

ରାଜ୍ୟରେ ସିଙ୍ଗିଲ ଇଞ୍ଜିନ୍ ଭଲ ପ୍ରଦର୍ଶନ…

ଭୁବନେଶ୍ବର: ଆଜି ଏକ ସମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ଉତ୍ତରରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ କଡ଼ା ଜବାବ ଦେଇଛି। ପ୍ରେସ ମିଟରେ ନବୀନ ସରକାରଙ୍କ ବିକାଶର ତାଲିକା ସାମ୍ନାରେ ରଖିଛି ବିଜେଡ଼ି।…

କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର: ଦଳେ କଳାପାହାଡ଼ଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି। ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି। ୭୦ ଦଶକରେ ଏକଛତ୍ରବାଦୀ ଶାସନ କଂଗ୍ରେସ ଲାଗୁ କରିବା ସମୟରେ ତତକାଳୀନ କଂଗ୍ରେସର ସଭାପତି ଦେବକାନ୍ତ ବୋରୁଆ ଇନ୍ଦିରା ଇଜ୍‌ ଇଣ୍ଡିଆ, ଇଣ୍ଡିଆ…

ବିଜେପି ଜିତିଲେ ଧର୍ମେନ୍ଦ୍ର ହେବେ…

ଭୁବନେଶ୍ବର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ବହୁମତ ପାଇବ। ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଗଢ଼ାଯିବ ନୂଆ ସରକାର। ଏ କଥା ଆମେ କହୁନୁ, ଖୋଦ୍‌ ବିଜେପିର ସମର୍ଥକମାନେ ଏବେ ସୋସିଆଲ ମିଡିଆରେ ଏଭଳି ପ୍ରଚାର ଚଳାଇଛନ୍ତି। ବିଜୁ ଜନତା ଦଳ (ବିଜେଡି) ବହୁମତ ପାଇ ସାରିଲାଣି ଓ ସରକାର…

ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳି

ଏଥର ନିର୍ବାଚନରେ ବିଜୟ ହାସଲ ଲକ୍ଷ୍ୟରେ ରାଜନେତା ଓ ରାଜନୈତିକ ଦଳମାନେ ପରସ୍ପର ପ୍ରତି ଯେଭଳି ବ୍ୟକ୍ତିଗତ ଆକ୍ରୋଶ, ମିଥ୍ୟା ପ୍ରଚାର ସାଙ୍ଗକୁ କୋଟି କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରୁଛନ୍ତି, ବିଗତ ଦୁଇ ଦଶନ୍ଧି ମଧ୍ୟରେ(୨୦୦୦ ମସିହା ସାଧାରଣ ନିର୍ବାଚନ ଠାରୁ ଏଯାବତ୍) ମୁଁ ଏଭଳି ସ୍ଥିତି…

୯ ଜିଲ୍ଲାରେ ୩ ଦିନ ଯାଏଁ ଗ୍ରୀଷ୍ମ…

ଭୁବନେଶ୍ବର: ଚଳିତବର୍ଷ ପ୍ରଥମଥର ଲାଗି ଟିଟିଲାଗଡ଼ରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଛୁଇଁଛି। ବଲାଙ୍ଗୀର ତାପମାତ୍ରା ବି ୪୩ ଡିଗ୍ରିରେ ପହଞ୍ଚିଛି। ରାଜ୍ୟର ମୋଟ ୧୧ଟି ସହରର ତାପମାତ୍ରା ୪୦ଡିଗ୍ରି ଉପରେ ଥିବା ବେଳେ ଝାରସୁଗୁଡ଼ା, ଭବାନୀପାଟଣା, ମାଲକାନଗିରି, ସୋନପୁର ୪୨ଡିଗ୍ରି ପାର୍‌…

କେନ୍ଦ୍ରାପଡ଼ାରେ ନିର୍ବାଚନ ବେଳେ…

ଭୁବନେଶ୍ବର: କେନ୍ଦ୍ରାପଡ଼ା ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ହେବାକୁ ମତଦାନରେ ବିଜେପି ଓ କଂଗ୍ରେସ ଗୁଣ୍ଡାମାନଙ୍କ ଦ୍ବାରା ବୁଥ କ୍ୟାପଚରିଂ ହେବା ଆଶଙ୍କା କରି ଅଧିକ ସୁରକ୍ଷା ବଳ ମୁତୟନ କରିବା ସହ ୯୧ଟି ସମ୍ବେଦନଶୀଳ ବୁଥରେ ସିସିଟିଭି ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି ବିଜେଡି।…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଅ‍ାଜି…

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅ‍ାଜି ସରିବ ପ୍ରଚାର କାର୍ଯ୍ୟ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ସମେତ ୪୨ଟି ବିଧାନସଭା ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଅ‍ାଜି ସନ୍ଧ୍ୟା ୬ଟାରେ ପ୍ରଚାର କାର୍ଯ୍ୟ ସରିବା ପରେ ଭୋଟଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ୪୮ ଘଣ୍ଟାର…