Odisha Link
Bridging the Missing Links in Odisha
Daily Archives

April 29, 2019

ଯାଜପୁର: ୨ ପୋଲିଂ କର୍ମଚାରୀ ଗିରଫ

ଯାଜପୁର: ନିର୍ବାଚନ ନୀତି ଉଲ୍ଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଆଜି ଯାଜପୁର ଜିଲ୍ଲାପାଳ ଦୁଇ ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ଗିରଫ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇ କର୍ମଚାରୀ ହେଲେ ବୈକୁଣ୍ଠନାଥ ମଲ୍ଲିକ ଓ ଜନାର୍ଦ୍ଦନ ପୃଷ୍ଟି। ପୁଲିସ ସେମାନଙ୍କୁ ତୁରନ୍ତ…

ଫନି: ମେ ୩ରେ ଉପକୂଳ ଓଡ଼ିଶାରେ ପ୍ରବଳ…

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦେଖାଦେଇଥିବା ବାତ୍ୟା ଫନି ମେ ୨ରେ ଓଡ଼ିଶା ଛୁଇଁବ। ମେ ୩ରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ପାଣିପାଗ ବିଭାଗରୁ ଏ ନେଇ ସତର୍କ ସୂଚନା ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚ ସ୍ତରୀୟ…

ଓଡ଼ିଶା: ଅପରାହ୍ଣ ୧ଟା ସୁଦ୍ଧା ୩୫% ମତଦାନ

ଭୁବନେଶ୍ୱର: ଅ‍ାଜି ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ଅପରାହ୍ଣ ୧ଟା ସୁଦ୍ଧା ମୋଟ ୩୫% ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ସକାଳ ୯ଟା ସୁଦ୍ଧା ୯% ଓ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିଲା।