Odisha Link
Bridging the Missing Links in Odisha

ଓଡ଼ିଶା: ଅପରାହ୍ଣ ୧ଟା ସୁଦ୍ଧା ୩୫% ମତଦାନ

ଭୁବନେଶ୍ୱର: ଅ‍ାଜି ସକାଳେ ଆରମ୍ଭ ହୋଇଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ଅପରାହ୍ଣ ୧ଟା ସୁଦ୍ଧା ମୋଟ ୩୫% ମତଦାନ ହୋଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ସକାଳ ୯ଟା ସୁଦ୍ଧା ୯% ଓ ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭% ମତଦାନ ହୋଇଥିଲା।

Comments are closed.