ତୀର୍ଥରେ ଗଲେ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ଦୀର୍ଘ ଦେଢ଼ ମାସର ନିର୍ବାଚନ ପ୍ରଚାର ସରିବା ପରେ କେଦାରନାଥ ଓ ବଦ୍ରିନାଥ ଧାମ ଥୀର୍ଥରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ପୂର୍ବାହ୍ନରେ ସେ ଦିଲ୍ଲୀରୁ ଆସି ଡେରାଡୁନର ଜଲି ଗ୍ରାଣ୍ଡ ବିମାନମନ୍ଦରରେ ଓହ୍ଲାଇଥିଲେ। ଏଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ହିମାଳୟ…