Odisha Link
Bridging the Missing Links in Odisha

ଓଡ଼ିଶା ବିଧାନସଭା ସର୍ଭେ: ବିଜେଡ଼ି ୮୫, ବିଜେପି ୨୬, କଂଗ୍ରେସ ୧୧, ଅନିଶ୍ଚିତ ୨୪

ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ଖବରକାଗଜ ସମ୍ବାଦ ଓ ଟିଭି ଚ୍ୟାନେଲ କନକ ନ୍ୟୁଜ୍‌ ପକ୍ଷରୁ ହୋଇଥିବା ବାହୁଡ଼ା ମତ ଅନୁସାରେ ବିଧାନସଭାରେ ବିଜୁ ଜନତା ଦଳ (ବିଜେଡି) ୮୫ ଆସନରେ ବିଜୟ ଲାଭ କରିବ ବୋଲି ଅନୁମାନ କରାଯାଇଛି। ବିଧାନସଭାରେ ସରକାର ଗଢ଼ିବା ଲାଗି ୭୪ କୁହୁକ ସଂଖ୍ୟା ହୋଇଥିବା ବେଳେ ବିଜେଡି ପଞ୍ଚମ ଥର ପାଇଁ ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି।

ସମ୍ବାଦ-କନକ ନ୍ୟୁଜ୍‌ ସର୍ଭେ ଅନୁସାରେ ରାଜ୍ୟରେ ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ଦ୍ବିତୀୟ ସ୍ଥାନକୁ ଆସିବ। ବିଜେପି ୨୬ଟି ଆସନରେ ବିଜୟୀ ହେବ ବୋଲି ଏହି ସର୍ଭେରେ କୁହାଯାଇଛି। ସେହିପରି କଂଗ୍ରେସ ଆସନ ସଂଖ୍ୟା ୧୧ ଭିତରେ ସୀମିତ ରହିବେ ବୋଲି ସର୍ଭେ ରିପୋର୍ଟ କହୁଛି। ଅନ୍ୟପଟେ ୨୬ଟି ଆସନରେ ଟକ୍କର କଡ଼ାକଡ଼ି ହେବ ଓ ବିଜୟ କାହାର ହେବ କହିବା ସମ୍ଭବ ନୁହେଁ ବୋଲି ସର୍ଭେ କହୁଛି।

ଅନ୍ୟପଟେ ଲୋକସଭାରେ ବିଜେଡି ୧୦ରୁ ୧୫ ଓ ବିଜେପି ୬ରୁ ୧୨ ପର୍ଯ୍ୟନ୍ତ ଆସନ ଜିତିବ ବୋଲି ବିଭିନ୍ନ ଏକ୍ଜିଟ ପୋଲରେ ପୂର୍ବାନୁମାନ କରାଯାଇଛି।

ଏନଡିଟିଭି ସର୍ଭେ ଅନୁସାରେ ଓଡ଼ିଶାରେ ବିଜୁ ଜନତା ଦଳ (ବିଜେଡି)କୁ ୧୦ଟି, ଭାରତୀୟ ଜନତା ପାର୍ଟି (ବିଜେପି)କୁ ୧୦ଟି ଓ କଂଗ୍ରେସକୁ ଗୋଟିଏ ଲୋକସଭା ଆସନ ମିଳିବ। ରିପବ୍ଲିକ ଟିଭି ଗଣତି ଅନୁସାରେ ଓଡ଼ିଶାରେ ବିଜେପିକୁ ୧୦ଟି ଆସନ ଓ ବିଜେଡିକୁ ୧୧ଟି ଆସନ ମିଳିବ। ଜନ କି ବାତ ସର୍ଭେ ଅନୁସାରେ ବିଜେଡି ୮, ବିଜେପି ୧୨ ଓ କଂଗ୍ରେସ ୧ ଆସନ ପାଇବ। ଟାଇମ୍ସ ନାଓ ମଧ୍ୟ ଅନୁରୂପ ଆସନ ପୂର୍ବାନୁମାନ କରିଛି। ତେବେ ଇଣ୍ଡିଆ ଟିଭି ସର୍ଭେ ଅନୁସାରେ ବିଜେପି ୬ ଓ ବିଜେଡି ୧୫ ଆସନରେ ବିଜୟୀ ହେବ। ନ୍ୟୁଜ୍-୧୮ ସର୍ଭେ ଅନୁସାରେ ଓଡ଼ିଶାରେ ବିଜେପି ୬ରୁ ୮ ଓ ବିଜେଡି ୧୨ରୁ ୧୪ ଆସନରେ ବିଜୟୀ ହେବ।

ବିଜେପି ୬ରୁ ୯ ଲୋକସଭା ଆସନ, ବିଜେଡି ୮ରୁ ୧୨ ଲୋକସଭା ଆସନ ଓ କଂଗ୍ରେସ ଆଦୌ ନୁହେଁ କିମ୍ବା ସର୍ବାଧିକ ଗୋଟିଏ ଆସନରେ ବିଜୟୀ ହୋଇପାରେ ବୋଲି ସମ୍ବାଦ-କନକ ନ୍ୟୁଜ୍‌ ସର୍ଭେ ପୂର୍ବାନୁମାନ କରିଛି।

ସମ୍ବାଦ-କନକ ଟିଭି ସର୍ଭେ

କେନ୍ଦୁଝର ଲୋକସଭା : ଅନନ୍ତ ନାୟକ (ବିଜେପି)
ତେଲକୋଇ : ପ୍ରେମାନନ୍ଦ ନାଏକ (ବିଜେଡ଼ି)
ଘସିପୁରା : ନିରଞ୍ଜନ ପଟ୍ଟନାୟକ (କଂଗ୍ରେସ)
ଆନନ୍ଦପୁର : ଭାଗିରଥି ସେଠୀ (ବିଜେଡ଼ି)
ପାଟଣା : ଜଗନ୍ନାଥ ନାୟକ (ବିଜେଡ଼ି)
କେନ୍ଦୁଝର : ମାଧବ ସର୍ଦ୍ଧାର (ବିଜେଡ଼ି)
ଚମ୍ପୁଆ : ବିଜେଡ଼ି-ବିଜେପି ଟକ୍କର
କରଞ୍ଜିଆ : ବାସନ୍ତୀ ହେମ୍ବ୍ରମ (ବିଜେଡ଼ି)

ମୟୂରଭଞ୍ଜ ଲୋକସଭା : ବିଶେଶ୍ୱର ଟୁଡ଼ୁ (ବିଜେପି)
ଯଶୀପୁର : ଗୋଲକ ବିହାରୀ ନାୟକ (ବିଜେଡ଼ି)
ସାରସକଣା : ବୁଧନ ମୁର୍ମୁ (ବିଜେପି)
ରାଇରଙ୍ଗପୁର : ବାସନ୍ତୀ ମାରାଣ୍ଡି (ବିଜେଡ଼ି)
ବାଙ୍ଗିରୀପୋଷୀ : ସୁଦାମ ମାରାଣ୍ଡି (ବିଜେଡ଼ି)
ଉଦଳା : ଶ୍ରୀନାଥ ସୋରେନ (ବିଜେଡ଼ି)
ବାରିପଦା : ସରୋଜିନୀ ହେମ୍ବ୍ରମ (ବିଜେଡ଼ି)
ମୋରଡ଼ା : କୃଷ୍ଣଚନ୍ଦ୍ର ମହାପାତ୍ର (ବିଜେପି)

ବାଲେଶ୍ୱର ଲୋକସଭା : ରବୀନ୍ଦ୍ର ଜେନା (ବିଜେଡ଼ି)
ବଡ଼ସାହି : ସନାତନ ବିଜୁଳି (ବିଜେପି)
ଜଳେଶ୍ୱର : ଅଶ୍ୱିନୀ କୁମାର ପାତ୍ର (ବିଜେଡ଼ି)
ଭୋଗରାଇ : ଅନନ୍ତ ଦାସ (ବିଜେଡ଼ି)
ବସ୍ତା : ବିଜୟ ନାୟକ (କଂଗ୍ରେସ)
ବାଲେଶ୍ୱର : ମଦନମୋହନ ଦତ୍ତ (ବିଜେପି)
ରେମୁଣା : ଗୋବିନ୍ଦ ଚନ୍ଦ୍ର ଦାସ (ବିଜେପି)
ନୀଳଗିରି : ସନ୍ତୋଷ ଖଟୁଆ (ବିଜେଡ଼ି)

ଭଦ୍ରକ ଲୋକସଭା : ତ୍ରିମୁଖୀ ଟକ୍କର
ସୋରୋ : ସୁରେନ୍ଦ୍ର ପରମାଣିକ (କଂଗ୍ରେସ)
ସିମୁଳିଆ : ପଦ୍ମଲୋଚନ ପଣ୍ଡା (ବିଜେପି)
ଭଣ୍ଡାରୀପୋଖରୀ : ପ୍ରଫୁଲ୍ଳ ସାମଲ (ବିଜେଡ଼ି)
ଭଦ୍ରକ : ସଂଜୀବ ମଲ୍ଳିକ (ବିଜେଡ଼ି)
ବାସୁଦେବପୁର : ଅଶୋକ କୁମାର ଦାସ (କଂଗ୍ରେସ)
ଧାମନଗର : ବିଜେଡ଼ି-କଂଗ୍ରେସ ଲଢେ଼ଇ
ଚାନ୍ଦବାଲି : ବ୍ୟୋମକେଶ ରାୟ (ବିଜେଡ଼ି)

ଢେଙ୍କାନାଳ ଲୋକସଭା : ରୁଦ୍ର ନାରାୟଣ ପାଣି (ବିଜେପି)
ଢେଙ୍କାନାଳ : ସୁଧିର କୁମାର ସାମଲ (ବିଜେଡ଼ି)
ହିନେ୍ଦାଳ : ସୀମାରାଣୀ ନାୟକ (ବିଜେଡ଼ି)
କାମାକ୍ଷାନଗର : ପ୍ରଫୁଲ୍ଲ କୁମାର ମଲ୍ଲିକ (ବିଜେଡ଼ି)
ପରଜଙ୍ଗ : ନୃସିଂହ ଚରଣ ସାହୁ (ବିଜେଡ଼ି)
ପାଳଲହରା : ମୁକେଶ ପାଲ (ବିଜେଡ଼ି)
ତାଳଚେର : ବ୍ରଜ କିଶୋର ପ୍ରଧାନ (ବିଜେଡ଼ି)
ଅନୁଗୁଳ : ବିଜେଡ଼ି-କଂଗ୍ରେସ କଟକ୍କର

ବରଗଡ଼ ଲୋକସଭା : ସୁରେଶ ପୂଜାରୀ (ବିଜେପି)
ବିଜେପୁର : ନବୀନ ପଟ୍ଟନାୟକ (ବିଜେଡ଼ି)
ବରଗଡ଼ : ଦେବେଶ ଆଚାର୍ଯ୍ୟ (ବିଜେଡ଼ି)
ଅତାବିରା : ସ୍ନେହାଗିନୀ ଛୁରୀଆ (ବିଜେଡ଼ି)
ଭଟଲି : ସୁଶାନ୍ତ ସିଂହ (ବିଜେଡ଼ି)
ବ୍ରଜରାଜନଗର : ବିଜେଡ଼ି-ବିଜେପି ଟକ୍କର
ଝାରସୁଗୁଡ଼ା : ନବକିଶୋର ଦାସ (ବିଜେଡ଼ି)

ସୁନ୍ଦରଗଡ଼ ଲୋକସଭା : ଜୁଏଲ ଓରାମ (ବିଜେପି)
ତଳସରା : ଭବାନୀ ଭୋଇ (ବିଜେପି)
ସୁନ୍ଦରଗଡ଼ : ଯୋଗେଶ ସିଂହ (ବିଜେଡ଼ି)
ବୀରମିତ୍ରପୁର : ଶଙ୍କର ଓରାମ (ବିଜେପି)
ରଘୁନାଥପଲ୍ଲୀ : ସୁବ୍ରତ ତରାଇ (ବିଜେଡ଼ି)
ରାଉରକେଲା : ଶାରଦା ନାୟକ (ବିଜେଡ଼ି)
ରାଜଗାଙ୍ଗପୁର : ମଙ୍ଗଳା କିଷାନ (ବିଜେଡ଼ି)
ବଣାଇ : ରଣଜିତ କିଷାନ (ବିଜେଡ଼ି)

ସମ୍ବଲପୁର : ନୀତେଶ ଗଙ୍ଗଦେବ (ବିଜେପି)
କୁଚିଣ୍ଡା : ବିଜେଡ଼ି-ବିଜେପି ଟକ୍କର
ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ (ବିଜେଡ଼ି)
ରେଢ଼ାଖୋଲ : ରୋହିତ ପୂଜାରୀ (ବିଜେଡ଼ି)
ଦେବଗଡ଼ : ସୁବାସ ପାଣିଗ୍ରାହୀ (ବିଜେପି)
ଛେଣ୍ଡିପଦା : ସୁଶାନ୍ତ କୁମାର ବେହେରା (ବିଜେଡ଼ି)
ଆଠମଲ୍ଲିକ : ରମେଶ ଚନ୍ଦ୍ର ସାଏ (ବିଜେଡ଼ି)

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ବିଜେଡି)
ବୀରମହାରାଜପୁର : ବିଜେଡ଼ି-କଂଗ୍ରେସ ଟକ୍କର
ସୋନପୁର : ନିରଞ୍ଜନ ପୂଜାରୀ (ବିଜେଡ଼ି)
ଲୋଇସିଂହା : ମୁକେଶ ମହାଲିଙ୍ଗ (ବିଜେପି)
ପାଟଣାଗଡ଼ : ସରୋଜ ମେହେର (ବିଜେଡ଼ି)
ବଲାଙ୍ଗୀର : ଅର୍କେଶ ନାରାୟଣ ସିଂହଦେଓ (ବିଜେଡି)
ଟିଟିଲାଗଡ଼ : ବିଜେଡ଼ି-ବିଜେପି କଡ଼ା ଟକ୍କର
କଂଟାବାଞ୍ଝô : ଅଜୟ ଦାସ (ବିଜେଡ଼ି)

କଳାହାଣ୍ଡି ଲୋକସଭା : ତ୍ରିମୁଖୀ ଟକ୍କର
ନୂଆପଡ଼ା : ରାଜେନ୍ଦ୍ର ଢେ଼ାଲକିଆ (ବିଜେଡ଼ି)
ଖରିଆର : ରୀତାରାଣୀ ବଗର୍ତି (ବିଜେପି)
ଲାଞ୍ଜିଗଡ଼ : ବିଜେଡ଼ି-ବିଜେପି ଲଢେ଼ଇ
ଜୁନାଗଡ଼ : ବିଜେଡ଼ି-କଂଗ୍ରେସ ଲଢେ଼ଇ
ଧର୍ମଗଡ଼ : ମୌସଧି ବାଗ (ବିଜେଡ଼ି)
ଭବାନୀପାଟଣା : ବିଜେଡ଼ି-ବିଜେପି ଟକ୍କର
ନର୍ଲା : ଭୂପିନ୍ଦର ସିଂହ (ବିଜେଡ଼ି)

ଯାଜପୁର ଲୋକସଭା : ଅମୀୟ ମଲ୍ଳିକ (ବିଜେପି)
ବିଞ୍ଝାରପୁର : ପ୍ରମିଳା ମଲ୍ଲିକ (ବିଜେଡ଼ି)
ବରୀ : ବିଶ୍ୱରଂଜନ ମଲ୍ଲିକ (ବିଜେପି)
ବଡ଼ଚଣା : ଅମର ନାୟକ (ବିଜେପି)
ଧର୍ମଶାଳା : ପ୍ରଣବ ବଳବନ୍ତରାୟ (ବିଜେଡ଼ି)
ଯାଜପୁର : ପ୍ରଣବ ପ୍ରକାଶ ଦାସ (ବିଜେଡ଼ି)
କୋରେଇ : ବନ୍ଦିତା ପରିଡ଼ା (କଂଗ୍ରେସ)
ସୁକିନ୍ଦା : ପ୍ରୀତିରଂଜନ ଘଡ଼ାଇ (ବିଜେଡ଼ି)

କଟକ ଲୋକସଭା : ବିଜେଡ଼ି-ବିଜେପି ଟକ୍କର
ବଡ଼ମ୍ବା : ବିଜୟ କୁମାର ଦଳବେହେରା (ବିଜେପି)
ବାଙ୍କୀ : ବିଜେଡ଼ି-କଂଗ୍ରେସ କଡ଼ା ଟକ୍କର
ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ (ବିଜେଡ଼ି)
ବାରବାଟୀ-କଟକ : ମହମ୍ମଦ ମୁକିମ (କଂଗ୍ରେସ)
ଚୌଦ୍ୱାର-କଟକ : ସୌଭିକ ବିଶ୍ୱାଳ (ବିଜେଡ଼ି)
କଟକ ସଦର : ଚନ୍ଦ୍ରସାରଥୀ ବେହେରା (ବିଜେଡ଼ି)
ଖଣ୍ଡପଡ଼ା : ସୌମ୍ୟରଂଜନ ପଟ୍ଟନାୟକ (ବିଜେଡ଼ି)

କେନ୍ଦ୍ରାପଡ଼ା ଲୋକସଭା : ଅନୁଭବ ମହାନ୍ତି (ବିଜେଡି)
ସାଲେପୁର : ପ୍ରଶାନ୍ତ ବେହେରା (ବିଜେଡ଼ି)
ମାହାଙ୍ଗା : ପ୍ରତାପ ଜେନା (ବିଜେଡ଼ି)
କେନ୍ଦ୍ରାପଡ଼ା : ଗଣେଶ୍ୱର ବେହେରା (କଂଗ୍ରେସ)
ଆଳି : ପ୍ରତାପ କେଶରୀ ଦେବ (ବିଜେଡ଼ି)
ରାଜନଗର : ଧ୍ରୁବ ସାହୁ (ବିଜେଡ଼ି)
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ (ବିଜେଡ଼ି)

ଜଗତସିଂହପୁର ଲୋକସଭା : ରାଜଶ୍ରୀ ମଲ୍ଲିକ (ବିଜେଡି)
ନିଆଳୀ : ପ୍ରମୋଦ ମଲ୍ଳିକ (ବିଜେଡ଼ି)
ପାରାଦୀପ : ସମ୍ବିତ ରାଉତରାୟ (ବିଜେଡ଼ି)
ତିର୍ତୋଲ : ବିଷ୍ଣୁ ଦାସ (ବିଜେଡ଼ି)
ବାଲିକୁଦା-ଏରସମା : ରଘୁନନ୍ଦନ ଦାସ (ବିଜେଡ଼ି)
ଜଗତସିଂହପୁର : ଚିରଞ୍ଜିବୀ ବିଶ୍ୱାଳ (କଂଗ୍ରେସ)
କାକଟପୁର : ତୁଷାରକାନ୍ତି ବେହେରା (ବିଜେଡ଼ି)
ନିମାପଡ଼ା : ବିଜେଡ଼ି-ବିଜେପି ଟକ୍କର

ପୁରୀ ଲୋକସଭା : ବିଜେପି-ବିଜେଡି ଟକ୍କର
ପୁରୀ : ମହେଶ୍ୱର ମହାନ୍ତି (ବିଜେଡ଼ି)
ବ୍ରହ୍ମଗିରି : ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବିଜେପି)
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ (ବିଜେଡ଼ି)
ପିପିଲି : ପ୍ରଦୀପ ମହାରଥୀ (ବିଜେଡ଼ି)
ଚିଲିକା : ପୃଥ୍ୱୀରାଜ ହରିଚନ୍ଦନ (ବିଜେପି)
ନୟାଗଡ଼ : ଅରୁଣ କୁମାର ସାହୁ (ବିଜେଡ଼ି)
ରଣପୁର : ସତ୍ୟ ନାରାୟଣ ପ୍ରଧାନ (ବିଜେଡ଼ି)

ଭୁବନେଶ୍ୱର ଲୋକସଭା : ଅପରାଜିତା ଷଡ଼ଙ୍ଗୀ (ବିଜେପି)
ଜୟଦେବ : ଅରବିନ୍ଦ ଢାଲି (ବିଜେଡ଼ି)
ଭୁବନେଶ୍ୱର-ମଧ୍ୟ : ଅନନ୍ତ ନାରାୟଣ ଜେନା (ବିଜେଡ଼ି)
ଏକାମ୍ର : ଅଶୋକ ଚନ୍ଦ୍ର ପଣ୍ଡା (ବିଜେଡ଼ି)
ଭୁବନେଶ୍ୱର-ଉତର : ସୁଶାନ୍ତ ରାଉତ (ବିଜେଡ଼ି)
ଜଟଣୀ : ସୁରେଶ କୁମାର ରାଉତରାୟ (କଂଗ୍ରେସ)
ବେଗୁନିଆ : ବିଜେଡ଼ି-କଂଗ୍ରେସ ଟକ୍କର
ଖୋର୍ଦ୍ଧା : ବିଜେଡ଼ି-ବିଜେପି ଟକ୍କର

ନବରଙ୍ଗପୁର ଲୋକସଭା : ପ୍ରଦୀପ ମାଝୀ (କଂଗ୍ରେସ)
ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ (ବିଜେପି)
ଝରିଗାଁ : ପ୍ରକାଶ ଚନ୍ଦ୍ର ମାଝୀ (ବିଜେଡ଼ି)
ନବରଙ୍ଗପୁର : ଗୌରୀ ମାଝୀ (ବିଜେପି)
ଡାବୁଗାଁ : ଭୂଜବଳ ମାଝୀ (କଂଗ୍ରେସ)
କୋଟପାଡ଼ : ପଦ୍ମିନୀ ଦିଆନ (ବିଜେଡ଼ି)
ମାଲକାନାଗିରି : ଆଦିତ୍ୟ ମାଢ଼ୀ (ବିଜେପି)
ଚିତ୍ରକୋଣ୍ଡା : ଲକ୍ଷ୍ମୀପ୍ରିୟା ନାୟକ (କଂଗ୍ରେସ)

ଆସ୍କା ଲୋକସଭା : ପ୍ରମିଳା ବିଷୋୟୀ (ବିଜେଡି)
ପୋଲସରା : ଶ୍ରୀକାନ୍ତ ସାହୁ (ବିଜେଡ଼ି)
କବିସୂର୍ଯ୍ୟନଗର : ଲତିକା ପ୍ରଧାନ (ବିଜେଡ଼ି)
ଖଲିକୋଟ : ଭାରତୀ ବେହେରା (ବିଜେପି)
ଆସ୍କା : ମଂଜୁଳା ସ୍ୱାଇଁ (ବିଜେଡ଼ି)
ସୋରଡ଼ା : ନୀଳମଣି ବିଷୋୟୀ (ବିଜେପି)
ସାନଖେମୁଣ୍ଡି : ବିଜେଡ଼ି-କଂଗ୍ରେସ ଟକ୍କର
ହିଞ୍ଜିଳି : ନବୀନ ପଟ୍ଟନାୟକ (ବିଜେଡି)

ବ୍ରହ୍ମପୁର ଲୋକସଭା : ଚନ୍ଦ୍ରଶେଖର ସାହୁ (ବିଜେଡି)
ଛତ୍ରପୁର : ବିଜେଡ଼ି-ବିଜେପି ଟକ୍କର
ଗୋପାଳପୁର : ତ୍ରିକୋଣୀୟ ଲଢ଼େଇ
ବ୍ରହ୍ମପୁର : ବିକ୍ରମ ପଣ୍ଡା (ବିଜେଡ଼ି)
ଦିଗପହଣ୍ଡି : ସୂର୍ଯ୍ୟ ନାରାୟଣ ପାତ୍ର (ବିଜେଡ଼ି)
ଚିକିଟି : ମନୋରଂଜନ ଦ୍ୟାନ ସାମନ୍ତରାୟ (ବିଜେପି)
ମୋହନା : ଦାଶରଥୀ ଗମାଙ୍ଗ (କଂଗ୍ରେସ)
ପାରଳାଖେମୁଣ୍ଡି : ତ୍ରିକୋଣୀୟ ମୁକାବିଲା

କୋରାପୁଟ ଲୋକସଭା : ବିଜେଡ଼ି-ବିଜେପି ଟକ୍କର
ଗୁଣୁପୁର : ରଘୁନାଥ ଗମାଙ୍ଗୋ (ବିଜେଡ଼ି)
ବିଷମକଟକ : ଜଗନ୍ନାଥ ସାରକା (ବିଜେଡ଼ି)
ରାୟଗଡ଼ା : ମକରନ୍ଦ ମୁଦୁଲି (ସ୍ୱାଧୀନ)
ଲକ୍ଷ୍ମୀପୁର : ପ୍ରଭୂ ଜାନୀ (ବିଜେଡ଼ି)
ଜୟପୁର : ବିଜେଡ଼ି-କଂଗ୍ରେସ ଲଢେ଼ଇ
କୋରାପୁଟ : ରଘୁରାମ ପଡ଼ାଲ (ବିଜେଡ଼ି)
ପଟାଙ୍ଗୀ : ରାମଚନ୍ଦ୍ର ପାଙ୍ଗୀ (ବିଜେପି)

କନ୍ଧମାଳ ଲୋକସଭା : ଅଚ୍ୟୁତ ସାମନ୍ତ (ବିଜେଡି)
ବାଲିଗୁଡ଼ା : ବିଜେଡ଼ି-ବିଜେପି ଲଢେ଼ଇ
ଜି.ଉଦୟଗିରି : ଅର୍ଚ୍ଚନା ପ୍ରଧାନ (ବିଜେପି)
ଫୁଲବାଣୀ : ଅଙ୍ଗଦ କହଁର (ବିଜେଡ଼ି)
କଂଟାମାଳ : ବିଜେଡ଼ି-ବିଜେପି ଟକ୍କର
ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)
ଦଶପଲ୍ଲା : ରମେଶ ବେହେରା (ବିଜେଡ଼ି)
ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ

Comments are closed.