Odisha Link
Bridging the Missing Links in Odisha

ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ଭୁବନେଶ୍ବର: ରାଜ୍ୟର ୬୩ଟି ଆସନରେ ଏବେ ଭୋଟଗଣତି ଜାରି ରହିଥିବା ବେଳେ ୧୧୦ ଆସନରେ ବିଜୁ ଜନତା ଦଳ ଆଗୁଆ ଥିବା ବେଳେ ଦଳ ରାଜ୍ୟ ବିଧାନସଭା ପୂର୍ଣ୍ଣ ବହୁମତ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଛି।

ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ତାଙ୍କୁ ଆଗୁଆ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି ଟ୍ବିଟ୍‌ କରି ଲେଖିଛନ୍ତି, ଓଡିଶାରେ ପୁଣିଥରେ ବିଜୟ ପାଇଁ ନବୀନ ବାବୁଙ୍କୁ ଅଭିନନ୍ଦନ। ଆଗାମୀ ଶାସନକାଳ ପାଇଁ ତାଙ୍କୁ ଅଜସ୍ର ଶୁଭେଛା।

Comments are closed.