Odisha Link
Bridging the Missing Links in Odisha

ଓୟୁଏଟି ‘B’ ଫର୍ମ ଅନଲାଇନ୍ ଆବେଦନର ଶେଷ ତାରିଖ ଜୁନ୍ ୧୭କୁ ବୃଦ୍ଧି

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ‘B’-ଫର୍ମ ଅନଲାଇନ୍ ଆବେଦନର ଶେଷ ତାରିଖକୁ ଘୁଞ୍ଚାଯାଇଛି । ଜୁନ୍ ୧୧ ପରିବର୍ତ୍ତେ ଜୁନ୍ ୧୭କୁ ଘୁଞ୍ଚିଛି ଆବେଦନର ଶେଷ ତାରିଖ । ଜୁନ୍ ୧୭ ସୁଦ୍ଧା ଅନଲାଇନରେ ‘B’ ଫର୍ମର ଆବେଦନ କରିପାରିବେ । ଏନେଇ ଓୟୁଏଟି କର୍ତ୍ତୃପକ୍ଷଙ୍କଠାରୁ ପକ୍ଷରୁ ସୂଚନା ମିଳିଛି ।

Comments are closed.