ତଥ୍ୟ ଲୁଚାଉଥିଲେ ସାହିତ୍ୟ ଏକାଡେମି, ଓଡ଼ିଆ ଲେଖକଙ୍କ ଦାବି ଆଗରେ ମୁଣ୍ଡ ନୋଇଁଲେ କର୍ତୃପକ୍ଷ

ଭୁବନେଶ୍ବର: ବର୍ଷ ବର୍ଷ ଧରି ତଥ୍ୟ ଲୁଚାଉଥିଲେ କେନ୍ଦ୍ର ସାହିତ୍ୟ ଏକାଡେମି। ଏକାଡେମି ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାର ବାବଦରେ ତଥ୍ୟ ସର୍ବସାଧାରଣରେ ଜଣାଇବାର ବ୍ୟବସ୍ଥା ଥିଲେ ବି ବର୍ଷ ବର୍ଷ ଧରି ଚାଲିଥିଲା ମନମୁଖୀ କାର୍ଯ୍ୟକଳାପ। ଏକାଡେମିର କୌଣସି ଏକ ପୁରସ୍କାର କିଏ ପାଇଲେ, ତାହା ସମସ୍ତେ ଜାଣୁଥିଲେ। ତେବେ ପୁରସ୍କାର ଚୟନ କମିଟିରେ କେଉଁମାନେ ଅଛନ୍ତି, ଚୂଡ଼ାନ୍ତ ପର୍ଯ୍ୟାୟରେ କେଉଁମାନଙ୍କର କେଉଁ ବହି ଉପସ୍ଥାପିତ ହୋଇଛି ତାହା ଗୋପନ ରହୁଥିଲା। ତେବେ ଏ ନେଇ … Continue reading ତଥ୍ୟ ଲୁଚାଉଥିଲେ ସାହିତ୍ୟ ଏକାଡେମି, ଓଡ଼ିଆ ଲେଖକଙ୍କ ଦାବି ଆଗରେ ମୁଣ୍ଡ ନୋଇଁଲେ କର୍ତୃପକ୍ଷ