ଶିଶିର ବେହେରାଙ୍କୁ ୨୦୧୯ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର

ଭୁବନେଶ୍ବର: ଚଳିତ ବର୍ଷ ପାଇଁ ଓଡ଼ିଆ ଭାଷା ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଯୁବ ଆଲୋଚକ ଓ ଅନୁବାଦକ ଶିଶିର ବେହେରା। ୧୯୮୭ ମସିହାରେ ଜନ୍ମିତ ଶିଶିର ନିଜର ଆଲୋଚନା ଗ୍ରନ୍ଥ ବିମୁଗ୍ଧ ଉଚ୍ଚାରଣ (ପ୍ରକାଶକ- ଓଡ଼ିଶା ବୁକ୍‌ ଏମ୍ପୋରିଅମ) ପାଇଁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଶିଶରଙ୍କୁ ୫ଟି ଅନୁବାଦ ପୁସ୍ତକ, ୪ଟି ଅଆଲୋଚନା ଗ୍ରନ୍ଥ ଓ ୪ଟି ସମ୍ପାଦିତ ପୁସ୍ତକ; ଏହିପରି ମୋଟ ୧୩ଟି … Continue reading ଶିଶିର ବେହେରାଙ୍କୁ ୨୦୧୯ ପାଇଁ ସାହିତ୍ୟ ଏକାଡେମି ଯୁବ ପୁରସ୍କାର