ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦେଖିବାକୁ ମିଳିବ ନାହିଁ OPPO! , କାହିଁକି ଜାଣନ୍ତୁ
ନୂଆଦିଳ୍ଲୀ: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦେଖାଯିବ ନାହିଁ ଓପୋ(Oppo) କମ୍ପାନୀର ଲୋଗ। କାରଣ ଟିମ୍ ଇଣ୍ଡିଆକୁ ମିଳିଛି ନୂଆ ସ୍ପନସର। ଏବେ ଅନଲାଇନ ଲର୍ଣ୍ଣିଙ୍ଗ ଆପ ବିଓ୍ବାଇଜେୟୁ(Byju’s)ର ଲୋଗୋ ଦେଖିବାକୁ ମିଳିବ ଟିମ ଇଣ୍ଡିଆର ଜର୍ସିରେ। ଚାଇନିଜ ମୋବାଇଲ କମ୍ପାନୀ ଅପୋକୁ ହଟାଇ ସ୍ଥାନ ନେବ ବିଓ୍ବାଇଜେୟୁ। ମାର୍ଚ୍ଚ ୨୦୧୭ରୁ ୫ବର୍ଷ ପାଇଁ ଅପୋ ଟିମ ଇଣ୍ଡିଆର ସ୍ପନସର ରହିଥିଲା। ତେବେ ସମୟ ଅବଧି ପୂରଣ ପୂର୍ବରୁ ସ୍ପନସରସିପରୁ ଓହରିଯାଇଛି ଅପୋ। ୧୦୭୮ କୋଟି ବିନିମୟରେ … Continue reading ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦେଖିବାକୁ ମିଳିବ ନାହିଁ OPPO! , କାହିଁକି ଜାଣନ୍ତୁ
Copy and paste this URL into your WordPress site to embed
Copy and paste this code into your site to embed