ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଏହି ପାଠ ତଳେ ଦିଆଯାଇଥିବା ଭିଡିଓଟି ଦେଖିବା ଆଗରୁ ଟିକିଏ ସୂଚନା ପଢ଼ିଦିଅନ୍ତୁ। ତଳେ ଭିଡିଓରେ ଅସଲ ବାଘ ସହ ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୃଶ୍ୟ କୌଣସି ସିନେମାର ନୁହେଁ ବା ଏଥିରେ କୌଣସି ସ୍ପେଶାଲ ଇଫେକ୍ଯ ଦିଆଯାଇନାହିଁ। ପଶୁସମ୍ପଦର ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ବାର୍ତ୍ତା ଦେବା ଲାଗି ଏଭଳି ଜଙ୍ଗଲି ପରିବ୍ରାଜକ ସାଜିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତର ଘଞ୍ଚ ବ୍ୟାଘ୍ର ଅଭୟାରଣ୍ୟରେ ଡିସକଭରି ଚ୍ୟାନେଲର ପ୍ରଡକ୍ସନ୍‌ ଟିମ୍‌ ସାଙ୍ଗରେ … Continue reading ସତ ବାଘ ସହ ମୁହାଁମୁହିଁ ମୋଦି, ଦେଖନ୍ତୁ ଭିଡିଓ