ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ

ଭୁବନେଶ୍ବର: ଲୋକକବି ପଦ୍ମଶ୍ରୀ ହଳଧର ନାଗ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ଓଡ଼ିଆ ଭାଷା ବିରୋଧୀ ମନ୍ତବ୍ୟ ଦେବା ସହ ଏ ଭାଷାର ବିଭିନ୍ନ ଶବ୍ଦକୁ ତାତ୍ସଲ୍ୟ କରିବା ନେଇ ଭିଡିଓ ସବୁ ସୋସିଆଲ ମିଡିଆରେ ଘୂରି ବୁଲୁଥିବା ବେଳେ ଏ ନେଇ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ଭିତ୍ତି କରି ଆଜି ଭୁବନେଶ୍ବରରେ କିଛି ଲେଖକ ଓ ସାମ୍ବାଦିକ ମିଳିତ ଭାବେ ଶ୍ରୀ ନାଗଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ବର୍ଣ୍ଣବୋଧ … Continue reading ପଦ୍ମଶ୍ରୀ ହଳଧର ନାଗଙ୍କ ବିରୋଧରେ ଥାନାରେ ଅଭିଯୋଗ