ପ୍ଲାଟଫର୍ମରୁ ସେଲିବ୍ରିଟି, ଦେଖନ୍ତୁ ଭିଡିଓ

ମୁମ୍ବାଇ: କେବେ କେଉଁ ସମୟରେ କାହାର ଭାଗ୍ୟ ବଦଳିଯାଏ ତାହା ସମୟକୁ ମଧ୍ୟ ଅଜଣା। ସୋସାଲ ମିଡିଆ ଏଭଳି ଏକ ମଞ୍ଚ, ଯାହା ଯେ କୌଣସି ଲୋକଙ୍କୁ ରାତାରାତି ଚର୍ଚ୍ଚାକୁ ନେଇ ଆସେ ଓ ରାତାରାତି ଷ୍ଟାର୍‌ ବନେଇଦିଏ। ଏପରି ଭାବରେ ସୋସିଆଲ ମିଡିଆ ଜଣଙ୍କ ଭାଗ୍ୟ ବଦଳାଇଦେଇଛି। କିଛି ଦିନ ତଳେ ସବୁଠି ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ କଥା ଆମେ କହୁଛୁ। ଅଜଣା, ଅଶୁଣା ରାଇଜର ରାନୁ ଏବେ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। … Continue reading ପ୍ଲାଟଫର୍ମରୁ ସେଲିବ୍ରିଟି, ଦେଖନ୍ତୁ ଭିଡିଓ