Odisha Link
Bridging the Missing Links in Odisha
Daily Archives

September 6, 2019

୪୦ ତମ ଶାରଳା ପୁରସ୍କାର ପାଇବେ ପ୍ରଦୀପ…

ଭୁବନେଶ୍ବର: ବିଶିଷ୍ଟ ଲେଖକ ଡ. ପ୍ରଦୀପ ଦାଶଙ୍କୁ ମିଳିବ ଶାରଳା ପୁରସ୍କାର ୨୦୧୯। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଦାଶଙ୍କୁ ଚଳିତବର୍ଷ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅପରପକ୍ଷେ ପଣ୍ଡିତ ହରମୋହନ ଖୁଣ୍ଟିଆ ଓ ଲଲାଟମୋହନ ପଟ୍ଟନାୟକ ମଧ୍ୟ ସଙ୍ଗୀତ ଓ ଚିତ୍ରକଳା ପାଇଁ ପୁରସ୍କୃତ…

ରେଭେନ୍ସା କଲିଜିଏଟ ସ୍କୁଲ ଓଡ଼ିଆ…

କଟକ: ରେଭେନ୍ସା କଲିଜିଏଟ ସ୍କୁଲ ଓଡିଆ ଲୋକଙ୍କ ପାଇଁ ତୀର୍ଥ ସ୍ଥାନ ଏବଂ ଓଡିଆଙ୍କ ଏକ ମୂଳ ପେଣ୍ଠସ୍ଥଳି ବୋଲି ଶୁକ୍ରବାର କଟକ ସ୍ଥିତ ରେଭେନ୍ସା କଲିଜିଏଟ ସ୍କୁଲର ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାରକୁ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ…

ବିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବ କେମିତି,…

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଇତିହାସ ରଚିବ ଭାରତ। ଶନିବାର ରାତିରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ କରିବ ଐତିହାସିକ ଅବତରଣ। ଏହି ଅପୂର୍ବ ମୁହୂର୍ତ୍ତ କେମିତି ରହିବ ତା’କୁ ନେଇ ଇସ୍ରୋ ପ୍ରସ୍ତୁତ କରିଛି ଏକ ଆନିମେଟେଡ୍‌ ଭିଡିଓ। ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଥିରେ ଦର୍ଶାଯାଇଛି ଶନିବାର…

ପୁଲିସ୍‌ ବାବୁଙ୍କ ପାଇଁ ଅଲଗା ନିୟମ,…

ଭୁବନେଶ୍ବର: ଗୋଟିଏ ପଟେ ନୂଆ ମୋଟର ଆଇନ୍‌ ଚର୍ଚ୍ଚା। ଅନ୍ୟପଟେ ଜୋରିମାନା ଆଦାୟ ନେଇ ଚର୍ଚ୍ଚା ଜୋରଧରିଛି। ହେଲେ ଏ ନିୟମ ସାଧାରଣ ଲୋକଙ୍କ କ୍ଷେତ୍ରରେ ଜୋରଶୋର ଲାଗୁ ହୋଇଥିବା ବେଳେ ଅନ୍ୟପଟେ ଏ ନିୟମକୁ ଫୁ କରୁଛନ୍ତି ପୁଲିସ୍‌ ବାବୁ। ସାଧାରଣ ଲୋକଠୁ ଫାଇନ୍‌ ଆଦାୟ କରୁଥିବା ପୁଲିସ୍‌ ବାବୁ ମାନୁ…

ବିଜେଡ଼ିରେ ଯୋଗ ଦେଲେ କାର୍ମୀ ମୁର୍ମୁ

ଭୁବନେଶ୍ବର: ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ଉଦାଳା ବ୍ଲକ୍‌ ବିଜେପି ଚେୟାରମ୍ୟାନ୍ କାର୍ମୀ ମୁର୍ମୁ। ଶହେରୁ ଅଧିକ ସହଯୋଗୀଙ୍କୁ ନେଇ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ବିଜେଡିରେ ମିଶିଛନ୍ତି। କାର୍ମୀଙ୍କ ଯୋଗଦାନ ଉଦଳାରେ ଆହୁରି ଦଳକୁ ସୁଦୃଢ…

ଦିଲ୍ଲୀ ଏମ୍ସ ଛାଡ଼ି ଓଡ଼ିଶା ଅଭିମୁଖେ…

ଭୁବନେଶ୍ବର: ଦିଲ୍ଲୀ ଛାଡ଼ିଲେ ଜଗା-ବଳିଆ। ଏନେଇ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଏମ୍ସର ଡାକ୍ତର। ତେବେ ଏମ୍ସ ଡାକ୍ତରଙ୍କ କହିବା ମୁତାବକ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସରୁ ରେଳ ଷ୍ଟେସନକୁ ଉଭୟ ଜଗା-ବଳିଆଙ୍କୁ ନିଆ ଯାଇଥିଲା। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ-ରାଜଧାନୀ ଏକ୍ସପ୍ରେସରେ ଓଡ଼ିଶା ଆସୁଛନ୍ତି…

ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ…

ଭୁବନେଶ୍ୱର: ଯୁଆଡେ଼ ଯିବ ସିଆଡେ଼ ଚାଲିଛି କଡ଼ା ଯାଞ୍ଚ। ଡାକ୍ତର ତାଳରୁ ତଳିପା ଯାଏଁ ଯାଞ୍ଚ କରିବା ଭଳି ଟ୍ରାଫିକ ପୁଲିସ ହେଲମେଟ ଠାରୁ ପଲୁ୍ୟସନ ଯାଏଁ ସବୁ କିଛି ତନ୍ନତନ୍ନ କରି ଦେଖୁଛନ୍ତି। କାଗଜପତ୍ର ନଥିଲେ ଆଇନ ଖାତା ଆଡେ଼ଇ ହଜାର ହଜାର ଟଙ୍କାର ଜୋରିମାନା ବୋଝ ବି ଲଦି ଦେଉଛନ୍ତି । ଯାହା ଏବେ…

ମନ୍ଦିର ପରିଚାଳନା କମିଟିର ବଡ଼ ନିଷ୍ପତ୍ତି

ପୁରୀ : ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର ପ୍ରତିକ୍ରିୟା ରଖିଛନ୍ତି। ୫ଟି ପ୍ରକଳ୍ପକୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲା ଶ୍ରୀମନ୍ଦିର ପରିଚାଳନା କମିଟି।…

ମଦୁଆ ଚାଳକ ଗିରଫ ହେବେ, ଏଣିକି ଟୋଲ…

ଭୁବନେଶ୍ୱର: ଏଣିକି ମଦ୍ୟ ପାନ କରି ଗାଡ଼ି ଚଳାଇଲେ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ। ସୁପ୍ରିକକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି ଏନେଇ ନିଷ୍ପତ୍ତି ନେଇଛି। ଅନ୍ୟପକ୍ଷରେ କମିଟିର ନିଷ୍ପତ୍ତିକୁ କଡ଼ାକଡ଼ି ପାଳନ କରିବାକୁ ଡିଜିପି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସବୁ ଟୋଲଗେଟରେ ମଦୁଆ…

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଭୟାବହ…

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ ଧରଣର ଦୁର୍ଘଟଣା ଘଟିଛି। ପ୍ଲାଟଫର୍ମରେ ଠିଆ ହୋଇଥିବା ଚଣ୍ଡିଗଡ-କୋଚୁଭେଲି ଏକ୍ସପ୍ରେସର ବଗିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ତେବେ ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଏବେ ଦମକଳ ବାହିନୀର ୪ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ…