ବିରାଟଙ୍କ ଘଣ୍ଟାର ଦାମ ଜାଣନ୍ତୁ
ଭୁବନେଶ୍ବର :ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି, ସେ ଭାରତରେ ନୁହେଁ ସାରା ବିଶ୍ୱରେ ମଧ୍ୟ ଲୋକପ୍ରିୟତା ଅର୍ଜନ କରିସାରିଛନ୍ତି।କୋହଲି କେବଳ କ୍ରିକେଟ୍ରେ ନୁହେଁ ଅଭିନୟରେ ମଧ୍ୟ ରୁଚି ରଖିଛନ୍ତି।ସେ ବିଭିନ୍ନ ବିଜ୍ଞାପନରେ ଅଭିନୟ କରିସାରିଲେଣି ।
ସେ ନିଜକୁ ଷ୍ଟାଇଲିସ୍ ରଖିବା ପାଇଁ ବିଭିନ୍ନ ନାମିଦାମୀ ବ୍ରାଣ୍ଡ୍ ବ୍ୟବହାର କରିଥାନ୍ତି। ବିରାଟ ବିଭିନ୍ନ ବ୍ରାଣ୍ଡ୍ର ଡ୍ରେସ୍ ସହିତ ଘଣ୍ଟା ପିନ୍ଧିବାକୁ ମଧ୍ୟ ଭଲ ପାଆନ୍ତି। ଏଥିପାଇଁ ବିଶ୍ୱର ବିଭିନ୍ନ ନାମିଦାମୀ ବ୍ରାଣ୍ଡ୍ର ଘଣ୍ଟା ସେ କଲେକ୍ସନ କରିରଖିଥାନ୍ତି। ରୋଲେକ୍ସ ହେଉଛି ତାଙ୍କର ସବୁଠୁ ପସନ୍ଦର ବ୍ରାଣ୍ଡ୍।
ଏହି ବ୍ରାଣ୍ଡ୍ର ଘଣ୍ଟା ସେ ଅଧିକାଂଶ ସମୟରେ ପିନ୍ଧନ୍ତି।ଯାହାର ମୂଲ୍ୟ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥାଏ ଏବଂ ଘଣ୍ଟାଟି ସୁନା କିମ୍ବା ହୀରାରେ ନିର୍ମିତ ହୋଇଥାଏ।
Comments are closed.