ଦହିବରା ଖାଇ ୫୦ରୁ ଅଧିକ ଅସୁସ୍ଥ

ନୟାଗଡ଼: ନୟାଗଡ଼ରେ ଅଘଟଣ। ବିଷାକ୍ତ ଦହିବରା ଖାଇ ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ପଡିଛନ୍ତି। ଅସୁସ୍ଥ ଲୋକମାନଙ୍କୁ ସ୍ଥାନୀୟ ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ସାଇକେଲରେ ବୁଲି ବିକୁଥିବା ଦୋକାନୀ ଠାରୁ ଦହିବରା ଖାଇବା ପରେ ବହୁ ଲୋକ ଅସୁସ୍ଥ ହୋଇଛନ୍ତି।