Odisha Link
Bridging the Missing Links in Odisha
Daily Archives

November 9, 2019

ଆପୋଲୋରେ ନିଆଁ

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ। ତେବେ ସୁରକ୍ଷାକର୍ମୀମାନେ ତୁରନ୍ତ ଅଗ୍ନିକୁ ଆୟତ କରି ନେଇଥିବା ବେଳେ ଏହା ଦ୍ୱାରା କେହି ମୃତାହତ ହୋଇନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ଆପୋଲୋ ହସ୍ପିଟାଲ ଆନେକ୍ସ ବିଲ୍ଡିଂର ତଳ ମହଲାରେ ଥିବା ଏ.ସି. ପ୍ଲାଣ୍ଟରେ…

ଅଯୋଧ୍ୟା ରାୟ: ଭାରତୀୟଙ୍କ ଶାନ୍ତି ଓ…

ନୂଆଦିଲ୍ଲୀ: ଆଜି ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଟ ଟୁଇଟ ଯୋଗେ ବାର୍ତ୍ତା ଦେଇଛନ୍ତି। ମୋଦି କହିଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ କାହାର ଜିତ ବା…

ବୋଟ୍‌ ଓଲଟି ଫସି ରହିଥିବା ୯ଜଣଙ୍କୁ…

ଚାନ୍ଦବାଲି: ଧାମରା ବନ୍ଦର ନିକଟ କାଳିନାଳୀରେ ଫଶି ଯାଇଥିବା ୨ଟି ମାଛଧରା ବୋଟକୁ ଉଦ୍ଧାର କଲା ପ୍ରଶାସନ। କାଳିନାଳୀ ନିଟ ଜଙ୍ଗଲରେ ୧୨ ଘଣ୍ଟା ରହିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ତେବେ ବାତ୍ୟା ବୁଲବୁଲ ପାଇଁ ଅଶାନ୍ତ ହୋଇଥିଲା ମଝି ସମୁଦ୍ର। ମାଛ ମାରିବାକୁ ଯାଇଥିବା…

ଅଯୋଧ୍ୟା ଶୁଣାଣିକୁ ସ୍ବାଗତ ଜଣାଇଲେ ମୋହନ…

ନୂଆଦିଲ୍ଲୀ: ଅଯୋଧ୍ୟା ଜମି ବିବାଦକୁ ନେଇ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ଦେଇଛନ୍ତି। ଏବେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଉଛି। ରାଷ୍ଟୀୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଦୀର୍ଘ ଦଶନ୍ଧୀ ଧରି ଚାଲିଥିବା ଏହି…

ସ୍ତ୍ରୀକୁ ପନିକିରେ ହାଣିଲା ସ୍ବାମୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁରେ ଘଟିଛି ଏଭଳି ଅଭାନୀୟ ଘଟଣା। ମୃତ ମହିଳା ୩୬ ବର୍ଷ ବୟସ୍କା ରୀନା ସାହୁ। ହତ୍ୟା ପରେ ସ୍ବାମୀ ଗୋଦାବରୀ ସାହୁ ଥାନାରେ ଆତ୍ମସମର୍ପଣ କରିଛି। ଘଟଣାସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ୩ ଝିଅ ଗୋଟିଏ…

ଅପ୍ରେଣ୍ଟିସିପ୍‌ ଆକ୍ଟ-୧୯୬୧ ସମ୍ମିଳନୀ…

ଭୁବନେଶ୍ୱର : ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଦକ୍ଷତା ଏକ ପ୍ରମୁଖ ମାପକାଠି । କୃଷିଠାରୁ ଆରମ୍ଭ କରି ନିର୍ମାଣ କ୍ଷେତ୍ର ପର୍ଯ୍ୟନ୍ତ ସବୁଠାରେ କୁଶଳୀ ଓ ଦକ୍ଷ ଶ୍ରମିକର ଆବଶ୍ୟକତା ଓଯୋଗଦାନ ଅପରିହାର୍ଯ୍ୟ । ତେଣୁ ବିକାଶର ଧାରାକୁ ଆଗେଇ ନେବା ପାଇଁ ପରିବର୍ତ୍ତିତ ଶିଳ୍ପାୟନ ଓ ବଜାରର ଆଭିମୁଖ୍ୟ ଓ…

ନକଲି ନୋଟ କାରବାର ରାକେଟ ଠାବ

ରାୟଗଡା: ରାୟଗଡା ଜିଲ୍ଲା ଟିକିରି ଥାନା ପୋଲିସ ହାତରେ ଧରାପଡ଼ଛି ନକଲି ନୋଟ କାରବାର କରୁଥିବା ରାକେଟ। ପୋଲିସ ୧୧୫ ଟି ନକଲି ୨ ହଜାର ଟଙ୍କିଆ ନୋଟ ଜବତ ସହ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚାନ ଅନୁସାରେ, ଟିକିରି ଥାନା ଅଞ୍ଚଳରେ ଚୋରା ନକଲି ନୋଟ କାରାବାର ହେଉଥିବା ପୋଲିସରକୁ ସୂଚନା ମିଳିଥିଲା ।…

୨୦୨୩ ପୁରୁଷ ହକି ବିଶ୍ବକପ ଭୁବନେଶ୍ବରରେ…

ଭୁବନେଶ୍ବର: ଓଡିଶା ହକି ପ୍ରେମୀଙ୍କ ପାଇଁ ଖୁସି ଖବର। ହକି ରାଜଧାନୀ ଭୁବନେଶ୍ବରରେ ଲଗାତାର ଦ୍ବିତୀୟ ଥର ପାଇଁ ପୁରୁଷ ହକି ବିଶ୍ବକପ ଆୟୋଜନ ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଭାରତରେ ୨୦୨୩ ପଞ୍ଚଦଶତମ ପୁରୁଷ ହକି ବିଶ୍ବକପ ଆୟୋଜିତ ହେବ। ଏଥିନେଇ ହକି ଇଣ୍ଡିଆକୁ ଆୟୋଜନର ଅଧିକାର ମିଳିଛି ଫଳରେ ୨୦୨୩ ହକି…

ସ୍କୁଲ ଛାତ ପଡି ଛାତ୍ର ମୃତ୍ୟୁ

ବଲାଙ୍ଗିର: ସ୍କୁଲ ଛାତ ପଡି ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତ ଛାତ୍ର ହେଲେ ପିପି ଏକାଡେମି ସ୍କୁଲର ଅସିତ ଖରସେଲ। ଦଶମ ଶ୍ରେଣୀରେ ପଢୁଥିବା ଶୁଭ୍ରାଂଶୁ ସାଣ୍ଢଙ୍କୁ ଗୁରୁତର ଅବସ୍ଥାରେ ବଲାଂଗୀର ମେଡିକାଲରେ ଭର୍ତ୍ତି କରାଯାଇଛି। ଉଭୟ ଛାତ୍ର ମାଲପଡାର ବୋଲି…

ରାଜ୍ୟ ସ୍ତରୀୟ ହାସ୍ୟବ୍ୟଙ୍ଗ ସାହିତ୍ୟ…

ଭୁବନେଶ୍ବର: ଆଜି ଅଧିକାର ଫାଉନେସନ ତରଫରୁ କଳଙ୍ଗି ପୁସ୍ତକ ମେଳାର ନବମ ସନ୍ଧ୍ୟାରେ ଏକ ରାଜ୍ୟ ସ୍ତରୀୟ ହାସ୍ୟବ୍ୟଙ୍ଗ ସାହିତ୍ୟ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ବିଶିଷ୍ଟ କବି ତଥା ପୂୂର୍ବତନ ସାାଂସଦ ଡଃ ପ୍ରଶନ୍ନ ପାଟ୍ଟସାଣୀ ଏବଂ ଓଡ଼ିଶା କଳା, ସାହିତ୍ୟ ସଂସ୍କୃତି ବିଭାଗର ରାଜ୍ୟ…