Odisha Link
Bridging the Missing Links in Odisha

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଫଟୋ

ପୁରୀ : ଗୋଟେ ପରେ ଗୋଟେ ଶ୍ରୀମନ୍ଦିର ଫଟୋ ଭାଇରାଲ ହେବାରେ ଲାଗିଛି । ତଥାପି ପ୍ରସାଶନ ସଚେତନ ହୋଇନାହିଁ । ଓଲିଉଡ ହିରୋଇନଙ୍କ ସହ ଓ ଟିକ୍ ଟକ୍ ରେ ଆନନ୍ଦ ବଜାରର ଫଟୋ ଭାଇରାଲ ହୋଇଥିଲା ।

ଏବେ ଆଉ ଜଣେ ଭୋଗ ବିକ୍ରି କରୁଥିବା ସମୟରେ ଫଟୋ ଉଠାଇ ସୋସିୟାଲ ମିଡିରେ ସେୟର କରିଥିଲେ । ପିଣ୍ଟୁ ମହାପାତ୍ର ନାମକ ଜଣେ ବ୍ୟକ୍ତି ଅଗଷ୍ଟ ୧୯ରେ ନିଜ ଫେସବୁକ ଆକାଉଣ୍ଟରେ ଆନନ୍ଦ ବଜାରର ଫଟୋ ସେୟର କରିଥିଲେ । ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି ।

Comments are closed.