ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା
ଭୁବନେଶ୍ୱର: ଏଣିକି ଜଳକର ଆଦାୟ କରିବେ ମିଶନ ଶକ୍ତି ମହିଳା। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜଳସାଥୀ’ ଆପକୁ ଉନ୍ମାଚନ କରିଛନ୍ତି। ପ୍ରଥମ ଥର ପାଇଁ ରାଜଧାନୀର ୭ଟି ୱାର୍ଡରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ। ଜଳକର ଆଦାୟ ସହ ବିଶୁଦ୍ଧ ଜଳ ଉପରେ ଜଳସାଥୀ ଗୁରୁତ୍ୱ ଦେବେ । ସ୍ୱଚ୍ଛ ପାନୀୟ ଜଳ ପାଇବା ଦିଗରେ ଜଳସାଥୀ ଲୋକଙ୍କୁ ସଚେତନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ୫୯୩ଟଙ୍କା ଜଳକର ବାବଦକୁ ପ୍ରଦାନ କରିଛନ୍ତି।
Comments are closed.