ଭିଜିଲାନ୍ସ ଜାଲରେ ଆଇଟିଡିଏର ସହକାରୀ ଯନ୍ତ୍ରୀ
ବାରିପଦା: ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ଦୁର୍ଗା ମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍।
ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରହିଛି । ବାରିପଦା ସ୍ଥିତ ଭଡାଘର, ନୟାଗଡ଼ ସ୍ଥିତ ନିଜ ଘର, ବାରିପଦା ଆଇଟିଡିଏ କାର୍ଯ୍ୟାଳୟ ଓ ଭୁବନେଶ୍ବର ସ୍ଥିତ ବାସଭବନରେ ରେଡ୍ ଚାଲିଛି ।
Comments are closed.