Odisha Link
Bridging the Missing Links in Odisha
Daily Archives

December 19, 2019

ନିର୍ଭୟା ଦୋଷୀ ପବନର ନାବାଳକ ଦାବି ଆବେଦନ…

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ ଗୁପ୍ତାର ନାବାଳକ ଦାବି ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ଆବେଦନରେ ପବନ ଦର୍ଶାଇଥିଲା ଯେ ୨୦୧୨, ଡିସେମ୍ବରରେ ଏହି ଅପରାଧ ଘଟାଇବାବେଳେ ସେ ନାବାଳକ ଥିଲେ, ଏଣୁ ତାକୁ ଛାଡ଼ କରାଯାଉ। ପୂର୍ବରୁ ହାଇକୋର୍ଟ ଏହି…

କେଜରିଓ୍ବାଲଙ୍କ ଫ୍ରୀ ଇଣ୍ଟରନେଟ ସେବା…

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ସରକାର ଦିଲ୍ଲୀରେ ମାଗଣା ୱାଇଫାଇ ସ୍କିମ୍‌ ଆରମ୍ଭ କରିଛନ୍ତି। ଏହାକୁ ଶୁଭରାମ୍ଭ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ହେଲେ ଅରବିନ୍ଦଙ୍କ ଏହି ଫ୍ରୀଓ୍ବାଇଫାଇ ସ୍କିମ୍‌ର ଆରମ୍ଭ ଠିକ୍‌ ଭାବରେ ହୋଇନାହିଁ। ଏପରିକି ଭୁଲ ତିଥିରେ ଫ୍ରୀ ଓ୍ବାଇଫାଇ ଯୋଜନା…

ଓଡ଼ିଶାରୁ ଫେରିଯିବ ସୁନ୍ଦରୀ

ଅନୁଗୁଳ: ଶେଷରେ ସାତକୋଶିଆର ‘ସୁନ୍ଦରୀ’ ଅଧ୍ୟାୟରେ ସବୁଦିନ ପାଇଁ ପଡ଼ିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ। ଦୀର୍ଘ ବର୍ଷେ ହେଲା ରାଇଗୁଡ଼ା ଏନକ୍ଲୋଜର ଭିତରେ ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀ ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ଫେରିଯିବ। ଏହି ଘଟଣା ଗୋଟିଏ ପଟେ ସାତକୋଶିଆ ଅଭୟାରଣ୍ୟବାସୀଙ୍କୁ ଆଶ୍ବସ୍ତ…

କେମିତି ବର୍ଷକରେ ୟୁଟ୍ୟୁବ୍‌ରୁ ୨.୬ କୋଟି…

ନ୍ୟୁୟର୍କ: ୨୦୧୯ରେ ୟୁଟ୍ୟୁବ୍‌ ଜରିଆରେ ୨.୬ କୋଟି ଟଙ୍କା ଆୟ କରିଛନ୍ତି ୮ ବର୍ଷିୟ ରିୟାନ୍‌। ସେ ୟୁଟ୍ୟୁବ୍‌ ପ୍ଲାଟ୍‌ଫର୍ମର ସର୍ବାଧିକ ଉପାର୍ଜ୍ଜନକାରୀ ବୋଲି ଜଣା ପଡିଛି। କାଜି ନାମରେ ପରିଚିତ ରିୟାନ୍‌ଙ୍କ ପ୍ରକୃତ ନାଁ ହେଉଛି ରିୟାନ୍‌ ଗୁଆନ୍‌। ୨୨ ନିୟୁତ ଡଲାର ଉପାର୍ଜ୍ଜନ କରି ୨୦୧୮ ବର୍ଷରେ ବି…

ବାରବାଟୀ ଦିନିକିଆ ଖେଳିବେନି ଦୀପକ ଚହର,…

ଭୁବନେଶ୍ବର: ଭାରତ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳଯାଉଥିବା ଦିନିକିଆ ସିରିଜର ଶେଷ ମ୍ୟାଚ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ସେଥିପାଇଁ ଉଭୟ ଟିମ୍‌ ଆଜି ଭୁବନେଶ୍ବରସ୍ଥିତ ମେଫେୟାର ହୋଟଲେରେ ପହଞ୍ଚିସାରିଛନ୍ତି। ହେଲେ ଟିିମ୍‌ ଇଣ୍ଡିଆକୁ ଲାଗିଛି ଝଟକା। ଦଳର ଦ୍ରୁତ ବୋଲର ଦୀପକ ଚହର ଶେଷ ଦିନିକିଆରୁ…

ରାସ୍ତା କାମରେ ନିୟୋଜିତ ଗାଡି ଜାଳିଦେଲେ…

ରାଉରକେଲା: ଓଡିଶା ସୀମାନ୍ତ ମନୋହରପୁର ଥାନା ଦାନାପାଲିରେ ରାସ୍ତା ନିର୍ମାଣରେ ନିୟୋଜିତ ଏକ ପୋକଲିନକୁ ନିଆଁ ଲଗାଇ ଦେଇଛନ୍ତି ମାଓବାଦୀ। ବରଙ୍ଗାରୁ ଦାନାପାଲି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା କାମରେ ନିୟୋଜିତ ଥିଲା ଏହି ପୋକଲିନ। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କିଛି ଯାନ୍ତ୍ରିକ…

ଛାତ୍ରଛାତ୍ରୀଙ୍କୁ ଅନ୍ତରୀଣ ସୁରକ୍ଷା…

ନୂଆଦିଲ୍ଲୀ : ନାଗରିକତା ଆଇନ ପ୍ରସଙ୍ଗରେ ହିଂସାତ୍ମକ ଆନ୍ଦୋଳନ କରିଥିବା ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କୌଣସି ଅନ୍ତରୀଣ ସୁରକ୍ଷା ଦେବାକୁ ମନାକରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ତେବେ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ବିଚାର…

ପାକିସ୍ତାନରୁ ଆସିଥିବା ହସିନାଙ୍କୁ…

ନୂଆଦିଲ୍ଲୀ: ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ଲାଗି ରହିଛି ବିକ୍ଷୋଭ। ନାଗରିକତା ଆଇନ ସମ୍ବିଧାନ ବିରୋଧରେ ହୋଇଥିବା ନେଇ କହୁଛନ୍ତି ବରୋଧୀ। ଯାହାଫଳରେ ଦେଶରେ ବିରୋଧ ଦେଖିାବକୁ ମିଳିଛି। ହେଲେ ଏହି ବିରୋଧ ମଧ୍ୟରେ ପାକିସ୍ତାନରୁ ଆସିଥିବା ଜଣେ ମହିଳାଙ୍କୁ ଭାରତର ନାଗରିକତା ପ୍ରଦାନ…

ଓଏଚ୍‌ପିସି ଜିଏମ୍‌ ନିଖୋଜ, ଥାନାରେ…

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ମୁଖିଗୁଡା ସ୍ଥିତ ଓଏଚ୍‌ପିସି କାର୍ଯ୍ୟାଳୟର ଇଲେକ୍ଟ୍ରି ବିଭାଗର ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମିଳୁନି ପତ୍ତା। ୨ଦିନ ହେବ ଓଏଚ୍‌ପିସି ଜିଏମ୍‌ଙ୍କ ପତ୍ତା ମିଳୁନି। ଏନେଇ ଅଭିଯୋଗ ଆଣିଛନ୍ତି ଜିଏମ୍‌ଙ୍କ ସ୍ତ୍ରୀ। ଓଏଚ୍‌ପିସି ଜିଏମ୍‌ ନାରାୟଣଙ୍କ ନିଖୋଜ…

ସିଏଏ ରହିତାଦେଶ ଉପରେ ସୁପ୍ରିମ୍‌…

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ମନା କରିଛନ୍ତି ସୁପ୍ରିମ କୋର୍ଟ। ଏହି ଆଇନକୁ ଚାଲେଞ୍ଜ କରି ଦାଖଲ ହୋଇଥିବା ୫୯ଟି ପିଟିସନ ଉପରେ ଜବାବ ଦେବାଲାଗି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ। ମାମଲାର ପରବର୍ତୀ ଶୁଣାଣି ଜାନୁଆରୀ ୨୨…