Odisha Link
Bridging the Missing Links in Odisha
Daily Archives

December 20, 2019

FDIର ଅର୍ଥ ଫାଷ୍ଟ ଡେଭଲପମେଣ୍ଟ ଅଫ୍‌…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 'ଆସୋଚାମ'ର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇଛନ୍ତି। ଉତ୍ସବରେ ଯୋଗ ଦେଇ ମୋଦି ଦେଶର ଆର୍ଥିକ ସ୍ଥିତି ସଂପର୍କରେ ଉଦବଧୋନ ଦେଇଛନ୍ତି। ମୋଦି କହିଛନ୍ତି ଯେ, ୬-୭ ବର୍ଷ ତଳେ ଆମ ଅର୍ଥନୀତି ସଂପୂର୍ଣ୍ଣ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା। ଆମେ ସରକାରକୁ…

ପରଦାକୁ ଆସିଲା ସଲମାନ ଖାନ୍‌ଙ୍କ ଅଭିନୀତ…

ମୁମ୍ବାଇ: ଆଜି ମୁକ୍ତିଲାଭ କରିଛି ଏ ବର୍ଷର ବହୁ ପ୍ରତୀକ୍ଷିତ ସିନେମା ‘ଦବଙ୍ଗ-୩’। ଏଥିରେ ଦର୍ଶକ ପୁଣି ଥରେ ସଲମାନ ଖାନ୍‌ଙ୍କୁ ଦେଖିବାକୁ ପାଇବେ ଚୁଲବୁଲ ପାଣ୍ଡେ ଚରିତ୍ରରେ। ‘ଦବଙ୍ଗ-୩’ରେ ସଲମାନଙ୍କ ସହ ସୋନାକ୍ଷୀ ସିହ୍ନା, ସାଇ ମଞ୍ଜରେକର୍, ଅରବାଜ୍ ଖାନ୍ ଓ ସୁଦୀପ ମୁଖ୍ୟ ଭୂମିକାରେ ଅଛନ୍ତି।…

ଫାଶି ଭୟରେ ମୃତ୍ୟୁ!

ଭୁବନେଶ୍ୱର: ସାଥୀ ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଜଣେ କଏଦୀଙ୍କ ମୃତୁ୍ୟ ହୋଇଛି। କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ତୁରୀ ମୁଣ୍ଡାର ହୃଦଘାତରେ ମୃତୁ୍ୟ ହୋଇଛି। ନାବାଳିକା ଦୁଷ୍କର୍ମ ମାମଲାରେ ଗତକାଲି ଜଣକୁ ଫାଶି ଦଣ୍ଡାଦେଶ ହୋଇଥିଲା। କେନ୍ଦୁଝର ଜେଲରେ ବନ୍ଦୀ ଥିବା ସୁନୀଲ ନାଙ୍କୁ ଫାଶି ଦଣ୍ଡାଦେଶ…

ବଜ୍ରକାପ୍ତା ମାଫିଆ ମାଧବ ଗିରଫ

ଭୁବନେଶ୍ୱର: କୁଖ୍ୟାତ ବଜ୍ରକାପ୍ତା ମାଫିଆ ମାଧବ ପାତ୍ର ଗିରଫ ହୋଇଛି। ମାଧବର ଘର ନରସିଂହପୁର ହୋଇଥିବା ବେଳେ ବନ ବିଭାଗ ତାକୁ ଗୋଡିସାହିରୁ ଗିରଫ କରିଛି। ମାଧବ ନାମରେ ବଜ୍ରକାପ୍ତାର ଚୋରା ଚାଲାଣ ଭିଡିଓ ଜାରି ହୋଇଥିଲା। ଗିରଫ ପରେ ମାଧବ ଠାରୁ ଅନେକ ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ମଧ୍ୟ ଜବତ ହୋଇଛି।…

ଅସ୍ତ୍ରବିରତି ଉଲ୍ଲଂଘନରେ ଭାରତୀୟ ସେନାର…

ଜାମ୍ମୁ: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖାର କୃଷ୍ଣା ଘାଟି ଏବଂ ମନକୋଟ ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଆକ୍ରମଣ ହୋଇଥିଲା। ଏହାର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯାଇଥିଲା ଏଥିରେ ତତ୍ତାପାନୀ ଏବଂ କୁପୱାଡ଼ା ସେକ୍ଟରରେ ଥିବା…

ସିଏଏ ତାତି: ଲକ୍ଷ୍ନୌରେ ୧୫୦…

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ହିଂସା। ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିକି ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ଓ ପୁଲିସ୍‌ ମୁହାଁମୁହିଁ ହେଉଛନ୍ତି। ଦିଲ୍ଲୀ ଠାରୁ ଆରମ୍ଭ କରି ମୁମ୍ବାଇ, ଲକ୍ଷ୍ନୌ ଓ ବେଙ୍ଗାଲୁରୁ ଯାଏଁ ପ୍ରତିବାଦକାରୀଙ୍କ…

ମୋଦୀଙ୍କୁ ପାକ୍‌ ଆତଙ୍କବାଦୀଙ୍କ ଟାର୍ଗେଟ…

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ରାମଲୀଳା ମଇଦାନରେ ହେବାକୁ ଥିବା ଏକ ବିଶାଳ ରାଲିରେ ଆତଙ୍କବାଦୀମାନେ ମୋଦୀଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି। ଏ ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ରହିଥିବା ସ୍ବତନ୍ତ୍ର ସୁରକ୍ଷା ଗୋଷ୍ଠୀ(ଏସପିଜି) ଏବଂ ଦିଲ୍ଲୀ…

ସିଏଏ ସମର୍ଥନରେ ରାଲି

ଭୁବନେଶ୍ଵର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ଏହାକୁ ବିରୋଧ କରି ଛାତ୍ରଙ୍କ ସମେତ ହଜାର ହଜାର ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇଛନ୍ତି। କର୍ଣ୍ଣାଟକ, ଉତ୍ତରପ୍ରଦେଶ ଓ ବିହାରରେ ହିଂସାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି…

ଆଜି ବି ସାଇକେଲରେ ଆସିଲେ ବିଏମସି…

ଭୁବନେଶ୍ବର: ପୂର୍ବ ଶୁକ୍ରବାର ଭଳି ଆଜି ବି ସାଇକେଲରେ ଅଫିସ ଆସିଛନ୍ତି ଅଧିକାରୀ ଓ କର୍ମଚାରୀ। ପ୍ରତି ସପ୍ତାହର ଶୁକ୍ରବାର ଦିନ ସାଇକେଲରେ ଆସିବାକୁ ବିଏମସିର ନିଷ୍ପତି ଅନୁଯାୟୀ ଆଜି ବିଡିଏ,ବିଏମସି ଓ ବିଏସସିଏଲର କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି। ବାୟୁ ପ୍ରଦୂଷଣ ଏବେ ସମସ୍ତଙ୍କ…

ବଲିଉଡ୍‌ ଷ୍ଟାର୍‌ଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ: ଲୋକପ୍ରିୟ ମାଗାଜିନ୍ ଫୋର୍ବସ ପ୍ରକାଶ କରିଛି ଭାରତର ସେଲେବ୍ରିଟିଙ୍କ ତାଲିକା। ଏହି ତାଲିକା ମୁତାବକ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ୨୦୧୬ରୁ ତାଲିକାର ଶୀର୍ଷରେ ବଲିଉଡ୍‌…