Odisha Link
Bridging the Missing Links in Odisha
Daily Archives

February 19, 2020

ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ…

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ର ସଂଗଠନ ହିସାବରେ ଅବଗତ କରାଇ ଦେବା ପାଇଁ ଚାହୁଁ, ଚଳିତ ବର୍ଷ ମେଟ୍ରିକ ପରୀକ୍ଷା ଆଜିଠୁ ସାରାରାଜ୍ୟରେ ଆରମ୍ଭ ହୋଇଥିଲା କିନ୍ତୁ ନିହାତି ଦୁର୍ଭାଗ୍ୟ ଘଟଣା ଆଜିଠୁ ଆରମ୍ଭ ହୋଇଥିବା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହୋଇଛି ବୋଲି…

କ୍ୟାପିଟାଲ ହସ୍ପିଟାଲ ପରିସରରେ…

ଭୁବନେଶ୍ବର : ମୋ ସରକାର ଓ ୫‘ଟି’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦିଆଯାଉଥିବାବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ମାନକ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ସମ୍ଭବ ହୋଇ ପାରିଛି । କ୍ୟାପିଟାଲ୍‌ ହସ୍ପିଟାଲ୍‌ର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ଆଜି ହସ୍ପିଟାଲ୍‌ ପରିସରରେ…

ଉଚ୍ଚଶିକ୍ଷାର ଗୁଣାତ୍ମକ ମାନର ବିକାଶ ଓ…

ଭୁବନେଶ୍ୱର: ନୂତନ ସହସ୍ରାବ୍ଦୀରେ ଜ୍ଞାନର ପରିସୀମା ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହା ଆମ ସମସ୍ତଙ୍କ ପାଇଁ ଏକ ଆହ୍ୱାନ। ଏହି ଆହ୍ୱାନର ସଫଳ ମୁକାବିଲା କରିବା ପାଇଁ ଉଚ୍ଚଶିକ୍ଷାର ଗୁଣାତ୍ମକ…

କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବାରେ…

ଭୁବନେଶ୍ବର: ଚଳିତବର୍ଷର କେନ୍ଦ୍ରୀୟ ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ,ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ । ବିଶେଷଭାବରେ ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନ ଏହି ବଜେଟରୁ ସବୁଠୁ ବେଶୀ ଲାଭ ପାଇପାରିବେ । ପ୍ରତି କ୍ଷେତ୍ରରେ…

ରାଜ୍ୟରେ ଅଛନ୍ତି ୧୦,୦୦୦ ଦେହଜୀବୀ, କେଉଁ…

ଭୁବନେଶ୍ବର: ଓଡ଼ିଶାରେ ଅଛନ୍ତି ୧୦ ହଜାରରୁ ଅଧିକ ଦେହଜୀବୀ। ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସବୁଠାରୁ ଆଗରେ ଅଛି ବାଲେଶ୍ୱର ଜିଲ୍ଲା। ରାଜ୍ୟରେ ୧୦,୨୧୦ ଦେହଜୀବୀ ଅଛନ୍ତି। ରାଜ୍ୟରେ ସର୍ବାଧିକ ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ…

ଶାହଙ୍କୁ ଭେଟିଲେ କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଅପରାହ୍ନରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ଶାହ ଏବଂ କେଜ୍ରିଓ୍ୱାଲଙ୍କ ଏହା ପ୍ରଥମ ବୈଠକ ଥିଲା। ଦିଲ୍ଲୀର ବିକାଶ ପାଇଁ ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାର ଏକାଠି ହୋଇ…

ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା…

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ପାଇଁ ପ୍ରଧାନ ବିଚାରପତି(ସିଜେଆଇ) ଏସ.ଏ. ବୋବଡେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ସହିତ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସମସ୍ତ ସାଧାରଣ ପରିବହନ ଏବଂ ସରକାରୀ ଯାନକୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଦ୍ୟୁତ ଚାଳିତ…

ପୁରୀ ପରେ ଭଦ୍ରକରେ କଂଗ୍ରେସ କଳି

ଭଦ୍ରକ: ଗତଥର ପୁରୀରେ ,ଏଥର ଭଦ୍ରକରେ। ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଗସ୍ତ ସମୟରେ ଏଭଳି ପରିସ୍ଥିତ ଉପୁଜିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା କଂଗ୍ରେସ…

କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତଠାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଛୁଆ ହାତୀର ମୃତଦେହ ମିଳିବା ଖବର ପାଇ ଏବେ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ମୃତ୍ୟୁ ପଛର କାରଣ ଖୋଜିବା ଆରମ୍ଭ କରିଛି। ମୃତ ଛୁଆ ହାତୀର ବୟସ…

ତାଜମହଲ ପରିଦର୍ଶନ କରିବେ ଟ୍ରମ୍ପ, ଦେଖି…

ମଥୁରା: ଆସନ୍ତା ୨୪ରେ ୨ଦିନିଆ ଭାରତ ଗସ୍ତରେ ଆସିବେେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ। ୨୪ରେ ଟ୍ରମ୍ପ ଆଗ୍ରାରେ ଥିବା ତାଜ ମହଲ ପରିଦରର୍ଶନ କରିବେ। ହେଲେ ଯମୁନା ନଦୀର ଜଳ ପୁରା ନିର୍ମଳ ସ୍ବରୂପ ଦେଖିବେ ଟ୍ରମ୍ପ। ଏଥିପାଇଁ ଯମୁନା ନଦୀକୁ ହରିଦ୍ବାରରୁ ୫୦୦ କ୍ୟୁସେକ ଗଙ୍ଗା ଜଳ ଛଡ଼ାଯାଇଛି।…