Odisha Link
Bridging the Missing Links in Odisha

ଗଛକୁ ପିଟିଲା ମିନିବସ୍

ନୀଳଗିରି: ଆଜି ସକାଳ ସମୟରେ ବାଲେଶ୍ବର ଜିଲ୍ଲା ସେରଗଡ଼ ଉଦଳା ରାସ୍ତା ସାଆନ୍ତା ଛକରେ ଗଛକୁ ପିଟିଛି ମିନିବସ୍। ବସ୍‌ଟି ପଞ୍ଚଲିଙ୍ଗେଶ୍ବରରୁ ବାଲେଶ୍ଵରକୁ ପର୍ଯ୍ୟଟକ ଆଣିବାକୁ ଏକ ମିନି ବସ ଯାଉଥିବାବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ରାସ୍ତା ପାର୍ଶ୍ଵରେ ଥିବା ଏକ ଗଛକୁ ବାଡେଇଥିଲା।ଏଥିରେ ଡ୍ରାଇଭର ଆହତ ହୋଇ ବାଲେଶ୍ଵର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Comments are closed.