Odisha Link
Bridging the Missing Links in Odisha

ବିଧାନସଭା ଖବର: କାଳିଆ ଗୋଳିଆରୁ କମ୍ଫିଲା ଗୃହ

ଭୁବନେଶ୍ବର: ଗୃହର ଉଠିଲା କାଳିଆ ଯୋଜନା ବାବଦରେ ଗୋଳମାଳିଆ ତଥ୍ୟ। ଆଜି ବିଧାନସଭା ଗୃହରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। ମନ୍ତ୍ରୀ ଭିନ୍ନ ଭିନ୍ନ ସମୟରେ ଭିନ୍ନ ତଥ୍ୟ ଦେଉଛନ୍ତି। ବଜେଟ୍‌ ଉପସ୍ଥାପନ ବେଳେ କହିଲେ ୪୩ ଲକ୍ଷଙ୍କୁ କାଳିଆ ଟଙ୍କା ମିଳିଛି। କେଉଁଟା ଠିକ୍‌ ଓ କେତେ ଅଯୋଗ୍ୟ ହିତାଧିକାରୀ ଟଙ୍କା ଫେରସ୍ତ କରିଛନ୍ତି। କୃଷି ମନ୍ତ୍ରୀଙ୍କୁ ଉତ୍ତର ପାଇଁ ବାଚସ୍ପତି ରୁଲିଂ ଦିଅନ୍ତୁ। ନଚେତ ବିଜେଡି ନେତା ଓ କର୍ମୀ ଟଙ୍କା ନେଇଛନ୍ତି ବୋଲି ଆମେ ଭାବିବୁ।

Comments are closed.