Odisha Link
Bridging the Missing Links in Odisha
Daily Archives

February 20, 2020

ମହିଳାନେତ୍ରୀ ମିନାକ୍ଷୀ ମିଶ୍ରଙ୍କ…

ଭୁବନେଶ୍ୱର : ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯଦି ସରକାର ଓ ପ୍ରଶାସନ ସଂବେଦନଶୀଳ ହୋଇ ସଂପୃକ୍ତ ମହିଳାଙ୍କ ଅଭିଯୋଗ ଶୁଣି ଥାନ୍ତେ…

ଟ୍ରମ୍ପଙ୍କ ପାଇଁ ସଜେଇ ହେଉଛି ରାସ୍ତାଘାଟ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ ଦୁଇ ଦିନ ଧରି ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପଙ୍କ ଭାରତ ଗସ୍ତକୁ ସ୍ମରଣୀୟ କରିବାକୁ ଭାରତ ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଅହମଦାବାଦରେ ନିର୍ମାଣଧୀନ ବିଶ୍ୱର ସବୁଠାର ବଡ଼ ଷ୍ଟାଡିୟମକୁ…

ଜହାଜରେ ଫସିଥିବା ଭାଇ ପାଇଁ ଦୀପ ଜାଳୁଛି…

ମାଲକାନଗିରି: କରୋନା ଭାଇରସର ଆତଙ୍କ ଯୋଗୁଁ ଜାପାନରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ ଆକ୍ରାନ୍ତଙ୍କ ମଧ୍ୟରେ ଫସିରହିଥିବା ଓଡ଼ିଆ ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ମଙ୍ଗଳ କାମନା କରିଛି…

ଅନୁଗୁଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ…

ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ଅନୁଗୁଳ ଜିଲ୍ଲା ସଭାପତି ପ୍ରଶାନ୍ତ ନନ୍ଦଙ୍କ ପିତା ଦୁଃଖବନ୍ଧୁ ନନ୍ଦଙ୍କ ଆଜି ସକାଳେ ୬୬ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ନନ୍ଦ ଭାରତ ସରକାରଙ୍କ ଏଫସିଆଇ କାରଖାନାରୁ ଅବସର ଗ୍ରହଣ ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ । ଅତ୍ୟନ୍ତ ମେଳପୀ, ନମ୍ର ଏବଂ…

ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ…

ଭୁବନେଶ୍ୱର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ଦାରିଦ୍ର୍ୟ ହ୍ରାସ ଅନୁପାତ ସର୍ବାଧିକ। ଆଜି ବିଧାନସଭାରେ ଦାରିଦ୍ର୍ୟକୁ ନେଇ ମୁଲତବୀ ପ୍ରସଙ୍ଗରେ ନିଜର ରତ୍ତର ରଖି ଏହା କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି ଯେ, ୨୦୧୧-୧୨ରେ ଦାରିଦ୍ର୍ୟ ଅନୁପାତ ୩୨.୫୯ ପ୍ରତିଶତ ହ୍ରାସ ପାଇଛି।…

ବେରୋଜଗାର ପ୍ରତିବାଦରେ ଯୁବମୋର୍ଚ୍ଚା

ଭୁବନେଶ୍ୱର : ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି । ୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭…

ନିର୍ଭୟା ମାମଲା: ଦୋଷୀ ବିନୟର ନୂଆ ଚାଲ,…

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ହେଲେ ଏହା ପୂର୍ବରୁ ପୁଣିଥରେ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଏହା ପୂର୍ବରୁ ଦୋଷୀ ବିନୟ ଶର୍ମା ଜେଲ ଭିତରେ…

ପୋଲ ତଳେ ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

ସମ୍ବଲପୁର: ସମ୍ବଲପୁର ଦୁବେସିଙ୍ଗା ପୋଲ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍‌ ଉଇ ଖାଇଥିବା ଯାଇଥିବାବେଳେ ଆଉ କିଛି ନୋଟ୍‌ ଚିରି ଯାଇଛି। ଗତ ୪ ଦିନ ହେବ ଲକ୍ଷାଧିକା ଟଙ୍କା ଖଣ୍ଡଖଣ୍ଡ ହୋଇ ପଡିରହିଛି। ଏନେଇ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ…

ଟ୍ରମ୍ପ୍‌ଙ୍କ ୨୨କିମି ରୋଡ ଶୋରେ ୧ରୁ…

ଅହମଦାବାଦ: ଆସନ୍ତା ୨୪ରେ ୨ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ଏଥିପାଇଁ ଟ୍ରମ୍ପଙ୍କ ଅହମଦାବାଦ ଗସ୍ତ ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି। ଅହମଦାବାଦ ନଗର ନିଗମ, ଜିଲ୍ଲା ପ୍ରଶାସନର କାର୍ଯ୍ୟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ…

ଚୀନ ନୁହେଁ, ବାଂଲେଦାଶୀ ଜାହାଜ!

ଭଦ୍ରକ: ଧାମରାରେ ଚୀନ ଜାହାଜ ଲାଗିଥିବା ଗୁଜବକୁ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏଡିଏମ୍‌। ଭଦ୍ରକ ଏଡିଏମ୍‌ ଶ୍ୟାମଭକ୍ତ ମିଶ୍ର କହିଛନ୍ତି ଯେ, ଭଦ୍ରକ ଧାମରା ବନ୍ଦରରେ ଲାଗି ଥିବା ଜାହାଜ ଚୀନ ଜାହାଜ ନୁହେଁ ବାଂଲେଦାଶୀ ଜାହାଜ ଅଟେ। ଜାହାଜରେ ଥିବା ୪୪ ଜଣ ସଦସ୍ୟଙ୍କର ମେଡିକାଲ ଯାଞ୍ଚ କରାଯାଇଛି।…