Odisha Link
Bridging the Missing Links in Odisha
Daily Archives

February 21, 2020

ସିସିଟିଭି ଭାଙ୍ଗିଲେ ଅଧୀକ୍ଷକ ଦାୟୀ :…

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଅଧିକାଂଶ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ତେବେ ଏବେ ଅଧିକାଂଶ ସ୍ଥାନରେ ତାକୁ ଭାଙ୍ଗି ଦିଆଯାଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି। ତେବେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଭାଙ୍ଗିଲେ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ…

ପାହାଡ଼ରୁ ପଥର ଖସି ୧୫ ଆହତ

ରାଉରକେଲା: ଶିବରାତ୍ରୀ ଅବସରରେ ବଡ଼ ଅଘଟଣ ଘଟିଛି। ପାହାଡ଼ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସି ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସିବାରୁ ଏହି ଅଘଟଣ ଘଟିଛି। ଶ୍ରଦ୍ଧାଳୁମାନେ ଯା’ ଆସ କଲା ବେଳେ ପହାଡ଼ରୁ ହଠାତ ପଥର ଖସିପଡ଼ିଥିଲା।…

ଦ୍ୱିତୀୟଥର ପାଇଁ ମା’ ହେଲେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବହୁତ ଜଲଦି ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ସେ ଦ୍ବିତୀୟ ଥର ପାଇଁ ମା' ହେବାକୁ ଯାଉଛନ୍ତି । ଶିଳ୍ପା ଏହା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି । ଏହାସହ ଝିଅର…

ନିର୍ମାଣ ହେଉଛି ସିନେମା ‘ଅନୁ…

ଭୁବନେଶ୍ୱର : ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦର୍ଶକ ଖୁବ ଶୀଘ୍ର ଏକ ସିନେମାରେ ଦେଖିବାକୁ ମିଳିବ । ସିନେମାଟିର ନାଁ ହେଉଛି 'ଅନୁ ମ୍ୟାଡମ୍‌'। ତାଙ୍କୁ ଏଥିରେ ଅଧ୍ୟାପିକା ଭୂମିକାରେ ଦେଖିବାକୁ ମିଳିବ । ତେବେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ତାଡ଼କି ଗାଁରେ ସିନେମାର ଶୁଟିଂ ଆରମ୍ଭ ହୋଇ ସାରିଛି…

ଶିବ ଦର୍ଶନ ବେଳେ ପଥର ଖସି ୩ ଆହତ

ବୀରମିତ୍ରପୁର: ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ସକାଳୁ ଭିଡ଼ ଆରମ୍ଭ ହୋଇଯାଇଛି। ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ। ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ ଦର୍ଶନ ବେଳେ ଅଘଟଣ ଘଟିଛି । ମନ୍ଦିର ପାଖରେ ପଥର…

ଦୀପ ନିଆଁ ଲାଗି ମହିଳା ଆହତ

ଆନନ୍ଦପୁର: ଆଜି ପବିତ୍ର ମହା ଶିବରାତ୍ରି ଏଥିପାଇଁ ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ। ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ତେବେ ଏହାରି ଭିତରେ ଏକ ଅଘଟଣ ଘଟିଛି। ଶିବ ମନ୍ଦିରରେ ଦୀପ ନିଆଁ ଲାଗି ଜଣେ ମହିଳା ଆହତ ହୋଇଛନ୍ତି।…

ପୋଖରିକୁ ଓଲଟିଲା ଭ୍ୟାନ

ଉଦଳା : ମନ୍ଦିର ଯିବା ସମୟରେ ଘରୁ ବାହାରୁ ବାହାରୁ ଘଟିଲା ଦୁର୍ଘଟଣା । ଘର ସାମ୍ନାରେ ଥିବା ପୋଖରୀ ଭିତରକୁ ପଶି ଓଲଟି ପଡ଼ିଲା ଗାଡ଼ି । ତେବେ ଏଥିରେ କାହାରି କିଛି ହୋଇନାହିଁ । ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ । ଉଦଳାର…

ସଂପର୍କ କାଟିଲା ସଂପର୍କକ୍ରାନ୍ତି !

ଗାଜିଆବାଦ: ଏଥରେ ନୁହେଁ ଦୁଇ ଥର ଅଲଗା ହେଲାଣି ସଂପର୍କକ୍ରାନ୍ତି ଏକ୍ସପ୍ରେସ୍‌। ନିଜ ଗମନାଗମନ ରାସ୍ତାରେ ଦୁଇ ଥର ଇଞ୍ଜିନ୍‌ରୁ ବଗି ଅଲଗା ହୋଇଛି । ଓଡିଶା-ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‌ର ବଗି ୨ଥର ଅଲଗା ହୋଇଯାଇଛି। ଇଞ୍ଜିନ୍‌ରେ ବଗି ଯୋଡିହେବା ପରେ ଏବେ ଟ୍ରେନ୍‌ ଷ୍ଟେସନ ଛାଡିଛି। ମିଳିଥିବା…

ଯୁବକଙ୍କ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାନିଲଡ୍ଡୀ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଚଙ୍କ ନାଁ ନନ୍ଦ ନାୟକ । ତାଙ୍କ ଘର ଝିଲିକି ଗାଁରେ । ଗତକାଲି ସନ୍ଧ୍ୟାରେ ନନ୍ଦ ନାୟକ ବୁଢାନିକଡ୍ଡୀ ଗାଁ ନିକଟସ୍ଥ ଜଙ୍ଗଲକୁ ସଲପ ମଦ ଆଣିବାକୁ ଯାଇଥିଲେ । କିନ୍ତୁ…

ରସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ…

କୁଚିଣ୍ଡା: ଦ୍ୱିତୀୟ ଦିନ ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ଆସିନାହାନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପଟେ ଶହ ଶହ ଗାଡି ମଟର ଠିଆ ହୋଇ ରହିଛି। ଦେବଗଡରୁ ସମ୍ବଲପୁର ଯାତାୟତ ଠପ୍ ହୋଇଯାଇଛି। ୨୦୧୮ ମସିହା ଫସଲବୀମା…