Odisha Link
Bridging the Missing Links in Odisha
Daily Archives

February 22, 2020

ବଲିଉଡ ସିନେମାକୁ ପ୍ରଶଂସା କଲେ ଟ୍ରମ୍ପ

ମୁମ୍ବାଇ : ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତ ସହ ବନ୍ଧୁତା ସ୍ଥାପନକରିବା ପାଇଁ ଆସୁଛନ୍ତି । କିନ୍ତୁ ତା ପୂର୍ବରୁ ଆୟୁଷ୍ମାନ୍ ଖୁରାନାଙ୍କ ସିନେମା ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ପ୍ରତି ନିଜର ମତବ୍ୟ ରଖିଛନ୍ତି । ବଲିଉଡ ସିନେମାକୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । ଟ୍ବିଟ କରି କହିଲେ ଏହି…

ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନିଷ୍ପତିକୁ…

ଭୁବନେଶ୍ବର: ଏମ୍ସରେ ହିନ୍ଦୀ ବାଧ୍ୟତାମୂଳକ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆସିବା ପରେ ପରେ ଘଟଣାକୁ ନେଇ ଏମ୍ସ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ। କୌଣସି ପରିସ୍ଥିତିରେ ଏହାକୁ ରାଜ୍ୟରେ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ବିଜେଡି ପକ୍ଷରୁ କହାଯାଇଛି।…

ଟ୍ରାକ୍ଟର ଓଲଟି ୨୦ରୁ ଅଧିକ ଆହତ

ରାୟଗଡ଼ା: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ କୋଡିପାରି ଏବଂ ରତଛୁଆଁ ଗ୍ରାମର ମଧ୍ୟସ୍ଥ ରାସ୍ତା ନିକଟରେ ଆଜି ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଟ୍ରାକ୍ଟରରେ ବସିଥିବା ପ୍ରାୟ ୨୦ଜଣ ଲୋକେ ଆହାତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ…

ନିର୍ଭୟା ମାମଲା: ଓକିଲଙ୍କୁ ଭେଟିବାକୁ…

ନୂଆଦିଲ୍ଲୀ: ମାର୍ଚ୍ଚ ୩ରେ ଫାଶି ପାଇବେ ନିର୍ଭୟା ମାମଲାର ୪ଦୁଷ୍କର୍ମକାରୀ। ଏହା ପୂର୍ବରୁ ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତା ଜେଲରେ ନିଜ ଓକିଲ ରବି କାଜିଙ୍କୁ ଭେଟିବାକୁ ମନା କରିଛି । ତେବେ କଣ ପାଇଁ ଭେଟିବାକୁ ମନା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ଏପି ସିଂ ମାମଲା ଛାଡିବା ପରେ ଅଦାଲତ…

ଡବଲ ମର୍ଡର: ଆଉ ୨ ଜଣଙ୍କୁ ନୋଟିସ

ଝାସୁଗୁଡ଼ା: ମା ଓ ଝିଅ ହତ୍ୟା ମାମଲାରେ ଅନୁପ ସାଏ ଗିରଫ ଘଟଣାରେ ଆଉ ୨ ଜଣଙ୍କୁ ନୋଟିସ ଜାରି କରାଯାଇଛି। ମୃତ କଳ୍ପନା ଦାସଙ୍କ ଜଣେ ଭାଇ ଓ ଜଣେ ଭାଉଜଙ୍କୁ ନୋଟିସ ଜାରି ରଖାଯାଇଛି। ବ୍ରଜରାଜନଗର ରାଜପୁରରେ ରହୁଥିବା ଭାଇ ବରୁଣ ଦାସ ଓ ବଘରାଚକାରେ ରହୁଥିବା ଭାଉଜଙ୍କୁ ନୋଟିସ ଜାରି କରାଯାଇଛି। ରାୟଗଡ଼…

ଆଜି ଖେଲୋ ଇଣ୍ଡିଆ: କ୍ରୀଡ଼ାବିତଙ୍କୁ…

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ଆରମ୍ଭ ହେବ ସର୍ବପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ବବିଦ୍ୟାଳୟ କ୍ରୀଡ଼ା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଉଦଘାଟନ ପୂର୍ବରୁ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ…

ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କଲେ…

ଭୁବନେଶ୍ବର: ଭୁବନେଶ୍ୱର ସ୍ଥିତ ଖଣ୍ଡଗିରିରେ ଥିବା ଗାନ୍ଧୀ ଶାନ୍ତି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ୫ ଏକର ଜାଗାରେ ନିର୍ମତ ହୋଇଛି ଏହି ସଂଗ୍ରହାଳୟ। ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତି ପାଳନ ଅବସରରରେ ଆଦିତ୍ୟ ବିର୍ଲା ଗ୍ରୁପ…

ମେଲୋନିଆ ଟ୍ରମ୍ପଙ୍କ ଦିଲ୍ଲୀଗସ୍ତକୁ ନେଇ…

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଦିଲ୍ଲୀ ସରକାରଙ୍କ ସ୍କୁଲକୁ ଭ୍ରମଣରେ ଯିବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପତ୍ନି ମେଲାନିଆ ଟ୍ରମ୍ପ। ଦକ୍ଷିଣ ଦିଲ୍ଲୀର ସ୍କୁଲରେ ହାପିନେସ୍‌ କ୍ଲାସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ଦେଖିବା ପାଇଁ ମେଲାନିଆ ଟ୍ରମ୍ପ୍‌ ଯିବେ। ହେଲେ ମେଲାନିଆ…

୧୦ ବର୍ଷ ପରେ ଘରକୁ ଫେରିଲା ପୁଅ

ପାରାଦୀପ : ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ ସ୍ୱାଇଁଙ୍କ ପୁଅ ସୁଦର୍ଶନ। ମାନସିକ ଭିନ୍ନକ୍ଷମ। ହଠାତ୍‌ ୧୦ ବର୍ଷ ତଳେ ଘରୁ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରି ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । କିନ୍ତୁ ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ସେ ଖୁସିରେ…

ବାପାକୁ ହତ୍ୟା କଲା ପୁଅ

ରାଇରଙ୍ଗପୁର: ବାପାକୁ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଡୋଭା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ନାମ ହେଉଛି ଗୋପାଳ ନାଏକ ଏବଂ ହତ୍ୟା କରିଥିବା ଅଭିଯୁକ୍ତ ପୁଅ ହେଉଛି ଜିତେନ ନାଏକ। ହତ୍ୟା ଅଭିଯୋଗରେ ଜିତେନକୁ ପୁଲିସ୍‌ ଗିରଫ କରିଛି।…