Odisha Link
Bridging the Missing Links in Odisha

ମଦ ଦୋକାନକୁ ୨ ଲକ୍ଷ ଜରିମାନା !

ବ୍ରହ୍ମପୁର: ରେଳ ଷ୍ଟେସନ ନିକଟ ୨ଟି ମଦ ଦୋକାନକୁ ୨ ଲକ୍ଷ ଜରିମାନା କରାଯାଇଛି। ଦୋକାନ ସମ୍ନା ପରିଛନ୍ନ ନଥିବାରୁ ଜରିମାନା ଆଦାୟ କାଲା ବିଇଏମସି। ସୂଚନାଯୋଗ୍ୟ ଯେ, ଗତକାଲି ଜିଲ୍ଲାପାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ। ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ୍‌ ଗ୍ଲାସ ଓ ବୋତଲ ଦେଖି ବିରକ୍ତ ହୋଇଥିଲେ। ସହରର ଅନ୍ୟ ୬ଟି ଦୋକାନରୁ ମଧ୍ୟ ୧୦ ହଜାର ଲେଖାଏଁ ଜରିମାନା କରିଥିଲେ।

Comments are closed.