Odisha Link
Bridging the Missing Links in Odisha
Monthly Archives

February 2020

ଘୁଞ୍ଚିଲା ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ବର: ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଲା ପ୍ରସ୍ତାବିତ ବ୍ୟାଙ୍କ ଧର୍ମଘଟ ଘୁଞ୍ଚିଲା। ଏନେଇ ସୂଚନା ଦେଇଛନ୍ତି ଅଲ୍‌ ଇଣ୍ଡିଆ ବ୍ୟାଙ୍କ ଅଫିସର ମହାସଂଘ ଆବାହକୁ ସମ୍ବିତ ମିଶ୍ର। ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏସନ ସହ କଥାବାର୍ତ୍ତା ଚାଲିଛି ବୋଲି କହିଲା ଏଆଇବିଓସି। ଆସନ୍ତା ୧୧ରୁ ୧୩ ଯାଏଁ ବ୍ୟାଙ୍କ…

ଟ୍ରକ ଧକ୍କାରେ ୧୦ମ ଶ୍ରେଣୀ ଛାତ୍ର ମୃତ

ପାରାଦୀପ: ପାରାଦୀପ ଲକ୍ ଥାନା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ୧୦ମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଏରସମା କୋଠୀ ଅଞ୍ଚଳର କୁନା ମଲ୍ଲିକଙ୍କ ପୁଅ ଜଗନ୍ନାଥ ମଲ୍ଲିକ ଏବଂ ତାଙ୍କ ବୟସ ୧୫ ବର୍ଷ ବୋଲି ଜଣାପଡିଛି। ସେ ଚଳିତବର୍ଷ ମ୍ୟାଟ୍ରିକ ପରୀକ୍ଷା ଦେଉଥବା…

ଏହି ଅଭିନେତ୍ରୀଙ୍କୁ କଫି ଡେଟରେ…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ମଡେଲ ହେଜେଲ୍‌ କିଚଙ୍କ ଆଜି ଜନ୍ମ ଦିନ । ସେ ୩୩ ବୟସରେ ପାଦ ଥାପିଛନ୍ତି । ଏବେ ହେଜେଲ୍‌ କ୍ରିକେଟର ଯୁବରାଜ ସିଂହଙ୍କ ଜୀବନସାଥୀ । ଦୁହେଁ ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଏହା ପୂର୍ବରୁ ହେଜେଲ୍‌ଙ୍କୁ ଏକ କଫି ଡେଟ୍‌ରେ ନେବାପାଇଁ ୟୁବିଙ୍କୁ ତିନି…

ଭୁବନେଶ୍ବର-କଟକ ଜନସାଧାରଣ ସ୍ପେଶାଲ…

ଭୁବନେଶ୍ବର:ଭୁବନେଶ୍ୱର-କଟକ ମଧ୍ୟରେ ଗଡ଼ିବ ଜନସାଧାରଣ ସ୍ପେଶାଲ ଟ୍ରେନ। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ୩୧ ତାରିଖ ଯାଏଁ ଏହି ଟ୍ରେନ ପରୀକ୍ଷାମୂଳକଭାବେ ଚାଲିବ। ଭୁବନେଶ୍ୱରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନଟି କଟକ ଯିବ। କଟକରୁ…

ଆଇଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି। ତଦନୁଯାୟୀ ପରିବହନ ସଚିବ ପ୍ରମୋଦ ମେହେର୍ଦ୍ଧା ରାଜ୍ୟପାଳଙ୍କ ସଚିବଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଚକବନ୍ଦୀ କମିଶନରଭାବେ ନିଯୁକ୍ତ କରାଯାଇଛି।

ବାସହୀନମାନଙ୍କୁ ପଟ୍ଟା ବାଣ୍ଟିଲେ ଟୁକୁନି

ଟିଟିଲାଗଡ଼ : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆଜି ଟିଟିଲାଗଡ଼ର ବିଭିନ୍ନ ଅଞ୍ଚଳରେ ଘର ଘର ବୁଲି ବାସହୀନମାନଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି । ଭୂମି ଅଧିକାର ଆଇନ୍ ମାଧ୍ୟମରେ ସେମାନଙ୍କୁ ପଟ୍ଟା ବଣ୍ଟନ କରାଯାଇଥିବା ଜଣାଯାଇଛି । ଭୂମି ହୀନମାନେ ଦିର୍ଘ ଦିନ ହେଲା ଟିଟିଲାଗଡ଼ର ଏହି…

କୋଲାବ୍‌ ନଦୀରେ ବୁଡ଼ି ୩ ମୃତ

କୋରାପୁଟ: କୋଲାବ ନଦୀରେ ବୁଡ଼ି ୩ ଜଣ କଲେଜ ଛାତ୍ରଙ୍କ ମୁ୍ତ୍ୟୁ ହେବା ଭଳି ଏକ ଦୁଃଖଦ ଘଟଣା ଆଜି ଘଟିଛି। ମୃତକ ସମସ୍ତେ କୋରାପୁଟ ସରକାରୀ ମହାବିଦ୍ୟାଳୟର ଛାତ୍ର ଥିଲେ। ଜଣେ ବନ୍ଧୁଙ୍କ ଜନ୍ମ ଦିନ ପାଳିବା ଅବସରରେ ମୋଟ ୭ ଜଣ ଛାତ୍ର କୋଲାବ ଡ୍ୟାମ ନିକଟକୁ ବୁଲିବାକୁ ଯାଇଥିଲେ । ଏହି ସମୟରେ…

‘ରାଜଧର୍ମ’ ରାଜନୀତି: କପିଲ…

ନୂଆଦିଲ୍ଲୀ: 'ରାଜଧର୍ମ' ଶବ୍ଦକୁ ନେଇ ଏବେ ବିତର୍କ। କାରଣ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ମୋଦି ସରକାର ରାଜଧର୍ମ ପାଳନ କରିବା ଦରକାର। କଂଗ୍ରେସ ରାଷ୍ଟ୍ରପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କୁ ଏଭଳି ପରାମର୍ଶ ଦେଇଥିଲା। ଏହାକୁ ନେଇ ଏବେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।…

ସବୁ +୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ ୩ ତାରିଖରୁ +୨ ପରୀକ୍ଷା ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଥିବା ସିଏଚଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଥର ମୋଟ ୩ଲକ୍ଷ ୫୦ ହଜାର ୮୦୦ ଜଣ ପରୀକ୍ଷା ଦେବେ। ୧୧୪୩ଟି କେନ୍ଦ୍ରରେ ୧୬୨୮ଟି ସ୍କୁଲ ଓ କଲେଜର ପିଲା…

IND VS NZ: ୨୪୨ ରନ୍‌ କରି ପ୍ରଥମ ଦିନରେ…

ଖ୍ରୀଷ୍ଟଚର୍ଚ୍ଚ: ଆଜିଠୁ ଖ୍ରୀଷ୍ଟଚର୍ଚ୍ଚରେ ଆରମ୍ଭ ହୋଇଛି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ବା ଅନ୍ତିମ ଟେଷ୍ଟ। ନ୍ୟୁଜିଲାଣ୍ଡ ଗସ୍ତର ଟେଷ୍ଟ ସିରିଜର କର ବା ମର ମ୍ୟାଚରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ। ପୃଥୀ ଶ, ଚେତେଶ୍ବର ପୂଜାରା ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ପ୍ରଥମ ପାଳିରେ…