Odisha Link
Bridging the Missing Links in Odisha

ଡିକି ଭାଙ୍ଗି ୩ ଲକ୍ଷ ଲୁଟ୍‌ !

କୋଣାର୍କ: ବାଇକ୍‌ ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ଅସିଛି। ଗୋପ ବଜାରରେ ୨ ପଲସର ଅରୋହୀ ଦୁର୍ବୃତ୍ତ ଲୁଟିଥିବା ଖବର ମିିଳିଛି। ସୂଚନା ଅନୁସାରେ ଝିଅ ବାହାଘର ପାଇଁ ଜଣେ ବ୍ୟକ୍ତି ବ୍ୟାଙ୍କରୁ ୩ ଲକ୍ଷ ଉଠଇ ଡିକିରେ ରଖିଥିଲେ। ବାଇକ ଡିକିରେ ଟଙ୍କା ରଖି ଜିନିଷ କିଣାକିଣି କରୁଥିବା ବେଳେ ଲୁଟ୍‌ ହୋଇଥିଲା।

Comments are closed.