Odisha Link
Bridging the Missing Links in Odisha

ରାଜଧାନୀର ସମସ୍ତ ପାର୍କ ବନ୍ଦ

ଭୁବନେଶ୍ବର: କରୋନା ଭୂତାଣୁୁର ମୁକାବିଲା ପାଇଁ ରାଜ୍ୟ ସରକାର ଆପଣଉଛନ୍ତିି ଅନେକ ନିୟମ ଓ ବ୍ୟବସ୍ଥା। କରୋନା ଭୂତାଣୁର ମୁକାବିଲା ପାଇଁ ରାଜଧାନୀର ସମସ୍ତ ପାର୍କ ବନ୍ଦ କଲା ବିଏମସି। ଆସନ୍ତାକାଲିଠୁ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବ ଭୁବନେଶ୍ବରର ସମସ୍ତ ପାର୍କ।

ରାଜଧାନୀର ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଏମସି।

Comments are closed.