କ୍ବାରାଣ୍ଟିନ୍ରେ ବିଦେଶ ଫେରନ୍ତା ଝିଅ, ପୁଲିସ୍ ମେସ୍ରେ ରହିଲେ ଆଇପିଏସ୍ ସଂଜୀବ ପଣ୍ଡା
ଭୁବନେଶ୍ବର: ଓଡ଼ିଶା ପରିବହନ କମିଶନର୍ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡା ଆଜି ଠାରୁ ଘର ଛାଡ଼ି ପୁଲିସ ମେସ୍ରେ ରହୁଛନ୍ତି। ଏ ନେଇ ସେ ନିଜ ଟୁଇଟରରେ ଜଣାଇଛନ୍ତି। ଆଗାମୀ ୧୪ ଦିନ ଯାଏଁ ସେ ପୁଲିସ ମେସ୍ରେ ରହିପାରନ୍ତି।
ଶ୍ରୀ ପଣ୍ଡାଙ୍କ ଝିଅ ଆମେରିକାରେ ପାଠ ପଢ଼ୁଥିଲେ। ସେଠାରୁ ଭୁବନେଶ୍ବର ଫେରିବା ପରେ ସେ ଶ୍ରୀ ପଣ୍ଡାଙ୍କ ବାସଭବନରେ ଏକାନ୍ତବାସ (ସେଲ୍ଫ କ୍ବାରାଣ୍ଟିନ୍)ରେ ରହୁଛନ୍ତି।
Shifted to Police Mess for 14 days, as my daughter is under self quarantine in my residence after returning from US. https://t.co/TuB489K9iR https://t.co/TuB489K9iR
— sanjeeb panda (@panda_sanjeeb) March 22, 2020
Comments are closed.