Odisha Link
Bridging the Missing Links in Odisha
Daily Archives

March 27, 2020

ଅପରେସନ୍‌ ନମସ୍ତେ: ଭାରତୀୟ ସେନାର କରୋନା…

ନୂଆଦିଲ୍ଲୀ: କରୋନା ବିରୋଧରେ ସାରା ଦେଶ ଏକାଠି ହୋଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ଭାରତୀୟ ସ୍ଥଳ ସେନା। 'ଅପରେସନ୍‌ ନମସ୍ତେ' ନାମରେ କରୋନା ବିରୋଧରେ ଲଢ଼େଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ସେନା। ଦେଶବ୍ୟାପୀ ୮ଟି ସ୍ଥାନରେ କ୍ବାରାଣ୍ଟିନ୍‌ ସୁବିଧା କେନ୍ଦ୍ର ପ୍ରସ୍ତୁତ ରଖିଛି ସେନା। ସେନା ଭିତରେ…

ଟିଭି ଦର୍ଶକଙ୍କ ପାଇଁ ଖୁସି ଖବର, ପରଦାକୁ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଦିନକୁ ଦିନ ଭାରତରେ କାୟା ମେଲାଉଛି। ଏପର୍ଯ୍ୟନ୍ତ କରୋନା ଯୋଗୁଁ ଭାରତରେ ୧୭ଜଣଙ୍କ ମୃତ୍ୟୁ ହେଲାଣି। ଏହି ମହାମାରୀକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ଏହି ଲକ ଡାଉନ ସମୟରେ ଘରେ ରହିବାକୁ…

RBIର ବଡ଼ ଘୋଷଣା: ରେପୋ ରେଟ ହ୍ରାସ,…

ନୂଆଦିଲ୍ଲୀ: ମହାମାରୀ କରୋନ ଭାଇରସ ସାରା ବିଶ୍ବରେ କାୟା ମେଲାଇଛି। ଏପରିକି ଏହି ମହାମାରୀ ଯୋଗୁଁ ସାରା ବିଶ୍ବର ଅର୍ଥନୀତି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଯାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦେଖିବାକୁ ମିଳିିବ। ଏହାକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ…

ବ୍ୟାଙ୍କ ଋଣକାରୀଙ୍କୁ ୩ ମାସର ମହଲତ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍‌ରେ ସାଧାରଣ ଜନତା ଓ ଦେଶର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଋଣକାରୀଙ୍କୁ ମିଳଇଚି ଆଶ୍ବସ୍ତି। ଆଗାମୀ ୩ ମାସ ପର୍ଯ୍ୟନ୍ତ ଋଣ ସୁଝିବା ବାଧ୍ୟତାମୂଳକ ନୁହେଁ ବୋଲି ରିଜର୍ବ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କହିଛନ୍ତି। ରିଜର୍ବ ବ୍ୟାଙ୍କ ପକ୍ଷରୁ ଏ ନେଇ ସମସ୍ତ ବ୍ୟାଙ୍କ ଓ…

G20 ବୈଠକରେ ମୋଦି, WHOରେ ସୁଧାର ପାଇଁ…

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଛି ଜି-୨୦ (G20) ଦେଶ ସମୁହର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଭାରତ ଯୋଗଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଠକରେ କିଛି ପ୍ରସ୍ତାବ ରଖିଛନ୍ତି। ନୂଆ ଆହ୍ବାନକୁ ସାମନା କରିବା ପାଇଁ ବିଶ୍ବ…

କେନ୍ଦ୍ରର କରୋନା ମୁକାବିଲା: ଓଡ଼ିଶା…

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ସାରା ଦେଶରେ କରୋନା ସଂକ୍ରମଣ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟଗୁଡ଼ିକ ପ୍ରତ୍ୟକ୍ଷ ଭାବେ କରୋନା ନିୟନ୍ତ୍ରଣ, ସଚେତନତା ଓ ଚିକିତ୍ସା ସୁବିଧା ଯୋଗାଉଥିବା ବେଳେ ପରିସ୍ଥିତି ଅନୁଧ୍ୟାନ ପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କୁ ଗୋଟିଏ ଗୋଟିଏ ରାଜ୍ୟର…

କରୋନା: ଭାରତରେ ୭୨୭ ଆକ୍ରାନ୍ତ, ୨୦ ମୃତ

ନୂଆଦିଲ୍ଲୀ: ଭାରତରେ ଲକ୍‌ଡାଉନ୍‌ ସତ୍ତ୍ବେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ସୁଦ୍ଧା ଦେଶରେ ୭୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୦ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଓଡ଼ିଶାରେ ଗତକାଲି ରାତିରେ ଜଣେ ନୂଆ ବ୍ୟକ୍ତିଙ୍କ ଦେହରେ ସଂକ୍ରମଣ ଠାବ କରାଯାଇଛି। ତାଙ୍କ ବୟସ…

କରୋନା: ଇଟାଲି ଓ ଚୀନକୁ ବଳିଗଲା ଆମେରିକା

ଓଏଲ୍‌ ବ୍ୟୁରୋ: ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଚୀନ୍‌ ଆଉ ଇତାଲିକୁ ବି ବଳିଯାଇଛି ଆମେରିକାର ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଆମେରିକାରେ ୮୫,୪୩୫ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ବିଶ୍ବରେ ଏହା ସର୍ବାଧିକ। ଆମେରିକା ପଛକୁ ରହିଛି ଚୀନ୍। ଏଠାରେ…