Odisha Link
Bridging the Missing Links in Odisha
Daily Archives

April 23, 2020

କାଲି ଦେଶର ସମସ୍ତ ସରପଞ୍ଚଙ୍କ ସହ କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ଆଉଥରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା…

କରୋନା ମୁକାବିଲା: ମାସ୍କ ତିଆରି କଲେ…

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ହୋଇଛି ମାସ୍କ ବ୍ୟବହାର। କରୋନାଭାଇରସ୍ ସଂକ୍ରମଣ ଆଶଙ୍କାରୁ ନିରାପଦ ରହିବାକୁ ସମସ୍ତେ ଫେସ୍ ମାସ୍କ୍ ପିନ୍ଧିବା ଛଡ଼ା ଲୌକିକ ବା ସାମାଜିକ ଦୂରତା ବଜାୟ ରଖିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ…

ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା…

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ବରର। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୩ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮୩ ଜଣ କରୋନା…

ମା’ ହେଲେ କରୋନା ଆକ୍ରାନ୍ତ, ଛୁଆର…

କୋଲକାତା: କରୋନା ପଜିଟିଭ୍‌ ଭାବେ ଚିହ୍ନିତ ହେବା ପରେ ଆଇସୋଲେସନ୍‌ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଜଣେ ମହିଳା ମା' ହୋଇଛନ୍ତି। ତେବେ ଖୁସିର କଥା ନବଜାତ ପୁତ୍ରଟିର ନମୁନା ନେଗେଟିଭ୍‌ ଆସିଛି। ଉଭୟ ମା' ଓ ପୁଅଙ୍କୁ ୬ ଫୁଟ ଦୂରତାରେ ଗୋଟିଏ ଆଇସୋଲେସନ୍‌ ଓ୍ବାର୍ଡରେ ରଖାଯାଇଛି। ସମସ୍ତ ସୁରକ୍ଷା ସହ…

ଦକ୍ଷିଣ ଓଡ଼ିଶା ଗସ୍ତରେ ୫-ଟି ସଚିବ ଓ…

ମାଲକାନଗିରି: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାସହ କରୋନା ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ ପାଇଁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ରାଜ୍ୟରେ କୋଭିଡ଼ ହସ୍ପିଟାଲର…

ଭଦ୍ରକରେ ଖୋଲିବ ବହି ଦୋକାନ ଓ ଢାବା

ଭଦ୍ରକ: ଭଦ୍ରକ ବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଜିଲ୍ଲାର ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ…

ଲକ୍‌ଡାଉନ୍‌ ପାଇଁ ୨୦ ବର୍ଷ ମଧ୍ୟରେ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ୩'ମେ ପର୍ଯ୍ୟନ୍ତ ଲକ୍‌ଡାଉନ୍। ଦୀର୍ଘ ୪୦ ଦିନ ପାଇଁ ସାରା ଦେଶ ଲକ୍‌ଡାଉନ୍। ଏହାରି ମଧ୍ୟରେ ଦେଶର ବିଭିନ୍ନ ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରା ବହୁ ପରିମାଣରେ ହ୍ରାସ ପାଇଛି। ଆମେରିକା ସ୍ପେଶ୍‌ ଏଜେନ୍ସି ନାସାର ତଥ୍ୟ ଅନୁଯାୟୀ,…

ପ୍ରଥମଥର: ମହାମାରୀ କରୋନା କବଳରେ ପୋଷା…

ନ୍ୟୁୟର୍କ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହିି ମହାମାରୀ କବଳରେ ଏପର୍ଯ୍ୟନ୍ତ ୨୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ। ମଣିଷ ସମାଜ ପାଇଁ ଘାତକ ସାଜିଥିବା କରୋନା ଭାଇରସର ଲକ୍ଷଣ ଏବେ ପଶୁପକ୍ଷୀଙ୍କ ନିକଟରେ ଦେଖିବାକୁ ମିଳିଛି। ପୂର୍ବରୁ ଆପଣ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା…

ଭୁଲ କରନ୍ତୁ ନାହିଁ, ନଚେତ କରୋନା ଭାଇରସ୍…

ଜେନେଭା: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ୨୧୦ରୁ ଉର୍ଦ୍ଧ୍ବ ଦେଶ ମହାମାରୀ କରୋନାର ମୁକାବିଲା କରୁଛନ୍ତି। ଏହାରି ମଧ୍ୟରେ ସମସ୍ତ ଦେଶକୁ ସତର୍କ କରାଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କେହି କିଛି ବି ଭୁଲ କରନ୍ତୁ ନାହିଁ । ନଚେତ ମହାମାରୀ କରୋନା ଭାଇରସର ସଂକ୍ରମଣ କମିଲେ ମଧ୍ୟ…

ଦେଶରେ ୨୧ ହଜାର ଟପିଲା କରୋନା…

ନୂଆଦିଲ୍ଲୀ: କ୍ରମାଗତ ଭାବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶ ଲକ୍‌ଡାଉନ୍‌। ହେଲେ କିଛି ଦିନ ହେବ କ୍ରମାଗତ ଭାବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଭାରତରେ ୨୧ ହଜାର ଟପିଲା କରୋନା…