Odisha Link
Bridging the Missing Links in Odisha
Daily Archives

April 28, 2020

‘ସୀତା ବିବାହ’ ଜନ୍ମଦିନରେ…

୧୯୩୬ ମସିହା ଏପ୍ରିଲ ମାସରେ ଓଡ଼ିଶାରେ ଓଡ଼ିଆ ଭାଷାକୁ ନେଇ ଦୁଇଟି ବଡ଼ ଘଟଣା ଘଟିଥିଲା। ଏପ୍ରିଲ ୧ ତାରିଖରେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ପ୍ରତିଷ୍ଠା ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ସଂଯୋଗ ଦେଖନ୍ତୁ ସେହିବର୍ଷ, ସେତେବେଳକୁ ଦିବଂଗତ ସ୍ବତନ୍ତ୍ର ଓଡ଼ିଶା ଗଠନର ଅଗ୍ରଣୀ ସାରଥି…

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଉପକରଣ ଓ…

ବୋଲଗଡ଼: ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କ ତରଫରୁ ତାଲାବନ୍ଦ ସମୟରେ ବିଜୁଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନର ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାରା ବିକାଶ ନିମନ୍ତେ ସମସ୍ତ…

ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା…

ଭୁବନେଶ୍ବର: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀର ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି କରୋନା ଜନିତ ମୃତ୍ୟକାଳୀନ ସହାୟତା ରାଶି ୫୦ ଲକ୍ଷ ଓ ଆଜୀବନ ପୁର୍ନବେତନ ପ୍ରଦାନ ସହ ସେମାନଙ୍କୁ ସହିଦର ମାନ୍ୟତା ପ୍ରଦାନ…

ଭିଡିଓ ଶେୟାର କରି ମୋଦି ସରକାରଙ୍କୁ…

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ମୋଦି ସରକାର ଉପରେ ଆକ୍ରମଣ କରିଛନ୍ତି। ବଡ଼ ବ୍ୟାଙ୍କ ଖିଲାପକାରୀଙ୍କ ନାମ ଲୁଚାଇ ରଖିଥିବା ରାହୁଲ ଅଭିଯୋଗ କରିଛନ୍ତି। ସଂସଦରେ ପଚାରିଥିବା ନିଜ ପ୍ରଶ୍ନର ଉତ୍ତରରେ ରାହୁଲ କହିଛନ୍ତି ଯେ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ୍ ନୀରବ ମୋଦୀ,…

ରାସନ୍‌ କାର୍ଡ ନଥିଲେ ବି ମିଳିବ ରାସନ୍

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅନ୍ୟ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା…

ଆଜି ଆଦିଗୁରୁ ଶଙ୍କରଙ୍କ ପବିତ୍ର ଜୟନ୍ତୀ

ଶୁଭେନ୍ଦୁ ଦାସ ଅଷ୍ଟବର୍ଷେ ଚତୁର୍ବେଦୀ ଦ୍ବାଦଶେ ସର୍ବଶାସ୍ତ୍ରବିତ୍ ଷୋଡ଼ଶେ କୃତବାନ୍‌ ଭାଷ୍ୟମ୍‌ ଦ୍ବାତ୍ରିଂଶେ ମୁନିରଭ୍ୟଗତ୍‌ ।। ଆଜିର ଦିନରେ ଜନ୍ମ ହୋଇଥିଲେ ଆଦି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ପରମ୍ପରାର ପ୍ରଥମ ଉନ୍ମେଷ ଆଦି ଶଙ୍କର। ଏକାଧାରରେ ଜଗତର ଅନ୍ୟତମ ଧର୍ମଗୁରୁ, ଦାର୍ଶନିକ, ସମାଜ…

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ବର ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି। ରାଜ୍ୟରେ ବର୍ତ୍ତମାନ ୧୧୮ ଜଣ…

କାଳବୈଶାଖୀ: ୧୦ ଜିଲ୍ଲାକୁ…

ଭୁବନେଶ୍ବର: ଆଗମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନୁନ୍ୟ ୧୦ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ କୁଆ ବର୍ଷା ହେବାର ସମ୍ଭବନା ରହିଛି। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ। ଆଜି ଅପରାହ୍ଣରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ…

ଭଲ ଖବର: ୭ ଦିନ ମଧ୍ୟରେ ୮୦ ଜିଲ୍ଲାରେ…

ନୂଆଦିଲ୍ଲୀ: ଦିନକୁ ଦିନ ମହାମାରୀ କରୋନା ଭାଇରସ ସଂକ୍ରମଣ ଦେଶରେ ବଢ଼ିବାକୁ ଲାଗିଛି। ଏପରିକି ୨୯ ହାଜର ଟପିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏପରିକି ୯୦୦ ଟପିଲାଣି କରୋନା ମୃତକଙ୍କ ସଂଖ୍ୟା। ଅପରପକ୍ଷେ ୬୮୬୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ଏକ ଆଶ୍ବସ୍ତିକର ଖବର। କରୋନା ମୁକାବିଲା…

ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର: ମହାରାଷ୍ଟ୍ରର ପାଲଘର ଠାରେ ସଂଘଟିତ ନାରକୀୟ ହିଡ଼ହିଂସାରେ ଦୁଇ ସାଧୁଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶରେ ପୁଣି ୨ ଜଣ ହିନ୍ଦୁ ସାଧୁଙ୍କ ହତ୍ୟାଘଟଣା ସାମନାକୁ ଆସିଛି। ସ୍ଥାନୀୟ ଏକ ମନ୍ଦିରରେ ଗତକାଲି ରାତିରେ ଜଣେ ଚୋର ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି ଦୁଇ ସାଧୁ। ଆଜି…