Odisha Link
Bridging the Missing Links in Odisha

ଅମିତ ଶାହ ସୁସ୍ଥ

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହ। ଏନେଇ ନିଜେ ଅମିତ ଶାହ ଟୁଇଟ କରି ସୂଚନା ଦେଇଛନ୍ତି। ଅମିତ ଶାହ ଟୁଇଟ କରି କହିଛନ୍ତି ଯେ, ସୁସ୍ଥ ହେବା ନେଇ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଅମିତ ଶାହ।

ଏଥିସହିତ ନିଜ ଶୁଭେଚ୍ଛୁ, ସମର୍ଥକ ଓ ମେଦାନ୍ତ ହସ୍ପିଟାଲର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଆଉ କିଛି ଦିନ ହୋମ ଆଇସୋଲେସନରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

Comments are closed.