Odisha Link
Bridging the Missing Links in Odisha

ଓଡ଼ିଶା କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରଶଂସା

ଭୁବନେଶ୍ୱର: ବିଶ୍ୱସ୍ତରୀୟ ପତ୍ରିକା ‘ଡିଜିନ୍’ରେ ସ୍ଥାନ ପାଇଲା ଓଡ଼ିଶାର କୃଷି ଭବନ। ଭାରତର ସର୍ବପ୍ରଥମ ସରକାରୀ ସୌଧ ଭାବେ ଓଡ଼ିଶାର କୃଷିଭବନର ନିର୍ମାଣ ଶୈଳୀକୁ ଅନ୍ତର୍ଜାତୀୟ ପତ୍ରିକାରେ ସ୍ଥାନୀତ କରାଯାଇଛି। କୃଷି କର୍ମଣ ପୁରସ୍କାରରୁ ରାଜ୍ୟସରକାର ଗ୍ରହଣ କରିଥିବା ଅର୍ଥ ରାଶିରୁ ଏହି ସରକାରୀ ସୌଧ ନିର୍ମାଣ କରାଯାଇଛି। ସମ୍ବଲପୁର ଶାଢି ଡିଜାଇନରେ ଏହି କୃଷି ଭବନ ନିର୍ମାଣ କରାଯାଇଛି।

ଓଡ଼ିଶାର କୃଷିଭବନକୁ ଷ୍ଟୁଡିଓ ଲୋଟସ୍ ଦ୍ୱାରା ଜଟିଳ ଇଟା ତିଆରି ଫେସ୍ ମାଧ୍ୟମରେ ଡିଜାଇନ୍ କରାଯାଇଛି। ପୋଖରୀ ଓ ଗଛରେ ଭର୍ତ୍ତି ପ୍ରାଙ୍ଗଣରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରଶାସନିକ କାର୍ଯ୍ୟାଳୟ ରହିଛି।

Comments are closed.