Odisha Link
Bridging the Missing Links in Odisha
Daily Archives

August 29, 2020

ଆସିଲା ଅନ୍‌ଲକ୍-୪ ଗାଇଡଲାଇନ୍:…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏହାରି ମଧ୍ୟରେ ଆଜି ଅନ୍‌ଲକ୍-୪ ଦେଇ ଗାଇଡଲାଇନ୍ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କ’ଣ ରହିବ ରୂପରେଖା, ସେନେଇ ଆଜି ସୂଚନା ଦେଇଛି କେନ୍ଦ୍ର ଗୃହ ବିଭାଗ। ଗାଇଡଲାଇନ୍‌ ଅନୁସାରେ ସେପ୍ଟେମ୍ବର ୭ରୁ…

ସୁସ୍ଥ ହେଲେ ଅମିତ ଶାହା

ନୂଆଦିଲ୍ଲୀ: ସୁସ୍ଥ ହେଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଅମିତ ଶାହା ସୁସ୍ଥ ହେବା ନେଇ ଦିଲ୍ଲୀ ଏମ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଶାହା କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସାଧୀନ ଥିଲେ। ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ନେଇ ହସ୍ପିଟାଲରୁ ପକ୍ଷରୁ ସୂଚନା ଦିଆଯାଇଛି। …

୫ବର୍ଷର ଶିଶୁ ବଞ୍ଚାଇଲା ମାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ: ୫ବର୍ଷର ଶିଶୁ ବଞ୍ଚାଇଲା ନିଜ ମାଙ୍କ ଜୀବନ। ନିଜର ଉପସ୍ଥିତ ବୁଦ୍ଧି ବଳରେ ନିଜ ମାଙ୍କ ଜୀବନ ବଞ୍ଚାଇଲା ୫ବର୍ଷିୟ ଶିଶୁ। ଶିଶୁଟିର ମା ଅଚେତ ହୋଇ ପଡ଼ିଥିଲେ। ଯଦି ସଠିକ୍‌ ସମୟରେ ମହିଳା ଜଣଙ୍କ ମେଡିକାଲରେ ପହଁଞ୍ଚି ପାରି ନଥାନ୍ତେ ଏପରିକି ତାଙ୍କ ଜୀବନ ମଧ୍ୟ ଚାଲି ଯାଇଥାନ୍ତା। ହେଲେ…

ଆରମ୍ଭ ହେବ ଝାରସୁଗୁଡ଼ାରୁ ମୁମ୍ବାଇ ଓ…

ଝାରସୁଗୁଡ଼ା: ଖୁବ ଶୀଘ୍ର ଝାରସୁଗୁଡ଼ାରୁ ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବାକୁ ଯାଉଛି। ବିମାନସେବା ଆସନ୍ତା ଅକ୍ଟୋବର ୨୫ ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଝାରସୁଗୁଡା ବିମାନ ବନ୍ଦରର ନିର୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି। ମୁମ୍ବାଇ ଓ ବାଙ୍ଗାଲୁରୁକୁ ବିମାନସେବା ଆରମ୍ଭ ହେବା…

ଧର୍ମେନ୍ଦ୍ରଙ୍କ ବିରୋଧରେ ସାଂଘାତିକ…

ନୂଆଦିଲ୍ଲୀ: ବିବାଦରୁ ପ୍ରାୟ ଦୂରରେ ଥିବା ଓଡ଼ିଶାର ବିଜେପି ନେତା ତଥା କେନ୍ଦ୍ର ତୈଳ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ। ଧର୍ମେନ୍ଦ୍ର ବ୍ୟକ୍ତିଗତ ସ୍ବାର୍ଥରେ ରାଷ୍ଟ୍ରାୟତ ଉଦ୍ୟୋଗ (PSU) ଅର୍ଥ ଖର୍ଚ୍ଚ…

କୋରାପୁଟ ଓ ମାଲକାନଗିରି ଗସ୍ତରେ ପୋଲିସ…

କୋରାପୁଟ: କୋରାପୁଟ ଓ ମାଲକାନଗିରି ଗସ୍ତରେ ଅଛନ୍ତି ପୋଲିସ ଡିଜି ଅଭୟ। କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପୋଲିସ ଜାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ , ଏବଂ ବିଭିନ୍ନ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ। କୋରାପୁଟ ଏସପିଙ୍କ କାର୍ଯ୍ୟାଲୟରେ ହୋଇଥିବା ରୁଦ୍ଧ ଦ୍ୱାର ବୈଠକରେ ଜିଲ୍ଲାର ବରିଷ୍ଠ…

ଟୁଇଟର ବଡ଼ ନିଷ୍ପତ୍ତି: କପି ପେଷ୍ଟ ଟୁଇଟ…

ନୂଆଦିଲ୍ଲୀ: ଅନଲାଇନ୍‌ ସୋସିଆଲ ମିଡିଆ ସାଇଟ୍‌ ଟୁଇଟର ନେଇଛି ବଡ଼ ନିଷ୍ପତ୍ତି। ଯାହାଫଳରେ କି ବିଭିନ୍ନ ପାର୍ଟି ଓ ସଂସ୍ଥା ଗୁଡ଼ିକର କାର୍ଯ୍ୟକରୁଥିବା ଆଇଟି ସେଲ ପାଇଁ ସମସ୍ୟା ହେବ। ଟୁଇଟରରେ ଯେଉଁ ପୋଷ୍ଟ ଗୁଡ଼ିକ କପି ପେଷ୍ଟ ହୋଇଥିବ ତାହା ଆଉ ଟାଇମଲାଇନରେ ଦେଖିବାକୁ ମିଳିବନି। କପି ପେଷ୍ଟ ପୋଷ୍ଟ…

ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ…

ନୂଆଦିଲ୍ଲୀ: ଜମ୍ମୁର ଭାରତ-ପାକିସ୍ତାନ ସୀମାନ୍ତରେ ଏକ ସୁଡଙ୍ଗ ଠାବ କରିଛି ବିଏସ୍‌ଏଫ୍। ଏକ ସୁଡ଼ଙ୍ଗ ଠାବ ହୋଇଥିବା ନେଇ ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଭାରତୀୟ ପାର୍ଶ୍ବର ସୀମାନ୍ତ ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଏହି ସୁଡ଼ଙ୍ଗଟିକୁ ଗୁରୁବାର ଦିନ ଜମ୍ମୁର ସାମ୍ବା ସେକ୍ଟର୍‌ରେ ବିଏସ୍ଏଫ୍…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାରତ…

ଭୁବନେଶ୍ୱର : ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଶ୍ରମ ବଳରେ ନୂଆ ଶିକ୍ଷା ନୀତି ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସରେ…

ବନ୍ୟାଜଳ: ଖରସ୍ରୋତାରେ ୪ଟି ଘାଇ

ଭୁବନେଶ୍ବର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଜଣାଯାଇଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଶନିବାର ଖରସ୍ରୋତା ନଦୀରେ ୪ଟି ଘାଇ ସୃଷ୍ଟି ହୋଇଛି । ମଙ୍ଗଳା ମନ୍ଦିର, ବାରିକ ସାହି ଓ ରାମଚଣ୍ଡୀ ସମେତ ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଫଳରେ ବ୍ୟାପକ…