କୃଷି ସମସ୍ୟା ନେଇ ଗୃହରେ ମୁଲତବୀ ନୋଟିସ

ଭୁବନେଶ୍ୱର: କୃଷି ସମସ୍ୟାକୁ ନେଇ ଆଜି ପୁଣି ଗୃହରେ ମୁଲତବୀ ନୋଟିସ ଜାରି କରିଛନ୍ତି ବିରୋଧୀ। କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଉଦାସୀନତାରୁ ଚାଷୀ ଅସନ୍ତୋଷ ନେଇ ମୁଲତବୀ ନୋଟିସ ଜାରି କରିଛନ୍ତି ବିରୋଧୀ।
ବିରୋଧୀଙ୍କ ମୁଲତବୀ ନୋଟିସକୁ ଗ୍ରହଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଏନେଇ ଆଜି ଗୃହରେ ଉତ୍ତର ରଖିବେ କୃଷି ମନ୍ତ୍ରୀ ଅରୁଣ ସାହୁ।