Odisha Link
Bridging the Missing Links in Odisha

ଦେଶରେ କରୋନା: ମୃତ୍ୟୁ ୧ଲକ୍ଷ ୧୪ହଜାର ୩୧କୁ ବୃଦ୍ଧି

ନୂଆଦିଲ୍ଲୀ: ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ ।  ଦେଶରେ କରୋନା ମୃତ୍ୟୁ ହାର ୧ଲକ୍ଷ ୧୪ହଜାର ୩୧କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୬୧,୮୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୧୦୩୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ୯୪ହଜାର ୫୫୨କୁ ବୃଦ୍ଧି ପାଇଛି ।

ମୋଟ୍ ଆକ୍ଟିଭ୍ କେସ୍ ୭,୮୩,୩୧୧ ଥିବା ବେଳେ ୬୫,୯୭,୨୦୯ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏହା କେନ୍ଦ୍ର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.