Odisha Link
Bridging the Missing Links in Odisha

ରାସ୍ତାରୁ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବାଲିଗୁଡ଼ା:  ଡୁବୁଲିପଦର ଘାଟିରୁ ୨ଯୁବକଙ୍କ ମୃତ ଦେହ ଉଦ୍ଧାର ।ମୃତଦେହ ନିକଟରେ ଏକ ବାଇକ ପଡ଼ିଛି। ତେବେ ପରିବାର ଲୋକ କେହି ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିବା ଅଭିଯୋଗ କରିଛନ୍ତି।

ମୃତ ଦେହକୁ ଅଣା ଯାଇଥିବା ତୁମୁଡ଼ିବନ୍ଧ ହସ୍ପିଟାଲରେ ଉତ୍ତେଜନା ସୃଷ୍ଟି ହେବା ସହ ରାସ୍ତା ରୋକ ହୋଇଛି ।