Odisha Link
Bridging the Missing Links in Odisha

ଭୋଟରମାନଙ୍କୁ ଟଙ୍କା ବାଣ୍ଟି ମହିଳା ଗିରଫ

ବାଲେଶ୍ୱର: ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ସମୟରେ ଜଣେ ମହିଳାଙ୍କୁ ଗିରଫ କରିଛି ପୁଲିସ୍। ଗ୍ରାମବାସୀମାନେ ଉକ୍ତ ମହିିଳାଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଇଛନ୍ତି। ମହିଳା ଜଣକ ୧ ନଂ ଓ୍ୱାର୍ଡ ଆଦିବାସୀ ସାହିରେ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରାଯାଇଛି।

ମହିଳା ଜଣକ ମୟୂରଭଞ୍ଜରୁ ଆସିଥିବା ସୂଚନା ମିଳିଛି। କିଛି ସମର୍ଥକଙ୍କ ସହ ଆସି ଜଣେ ମହିଳା ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଥିଲା। ସ୍ଥାନୀୟ ଲୋକେ ମହିଳାଙ୍କୁ ଧରି ସଦର ଥାନା ପୋଲିସ ଜିମା ଦେଇଥିଲେ।

Comments are closed.