Odisha Link
Bridging the Missing Links in Odisha

ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୧୨ ସହର

ଭୁବନେଶ୍ୱର : ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଦାରିଙ୍ଗିବାଡି ତାପମାତ୍ରା ୯ ଡିଗ୍ରୀରେ ରହିଛି।

ସେହିପରି ଫୁଲବାଣୀ ୧୧, ସୋନପୁର ୧୧.୪, ଅନୁଗୁଳ ୧୧.୬, ବାରିପଦା ୧୨, କେନ୍ଦୁଝର ୧୨.୪, ତାଳଚେର ୧୨.୫, ଭବାନୀପାଟଣା ୧୩.୬, ଝାରସୁଗୁଡ଼ା ୧୩.୮, କୋରାପୁଟ ୧୪, କଟକ ୧୪.୫ ଓ ଚାନ୍ଦବାଲି ୧୪.୮, ଭୁବନେଶ୍ୱର ୧୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

Comments are closed.