ନୂଆ ଖବରକାଗଜ ‘ସକାଳ’ର ମାଲିକ କିଏ, ଜାଣନ୍ତୁ

ଭୁବନେଶ୍ବର: ଆଜି ଠାରୁ ପୁଣି ଥରେ ନୂଆ ରୂପରେ ଆତ୍ମପ୍ରକାଶ କରିଛି ଦୈନିକ ଖବରକାଗଜ ‘ସକାଳ’। ନଭେମ୍ବର ୩୦ ଓ ଡିସେମ୍ବର ୧ ସନ୍ଧିକ୍ଷଣରେ ମଧ୍ୟରାତ୍ରିରେ ଉନ୍ମୋଚିତ ହୋଇଛି ନୂଆ ‘ସକାଳ’ର ପହିଲି ସଂଖ୍ୟା। ଏହା ପୂର୍ବରୁ ପ୍ରକାଶ ପାଉଥିଲେ ବି ଆଜି ଠାରୁ ନୂଆ ରୂପରେ ଆଧୁନିକ ଥାଟବାଟ ସହ ପାଠକଙ୍କ ପାଖରେ ପହଞ୍ଚିଛି। ଆଜିର ସଂଖ୍ୟାଟିରେ ୧୮ ବର୍ଷ ଓ ୧୪୬ ସଂଖ୍ୟା ବୋଲି ଉଲ୍ଲେଖ ରହିଛି। ତେବେ ଏ କାଗଜର ମାଲିକାନା କାହା … Continue reading ନୂଆ ଖବରକାଗଜ ‘ସକାଳ’ର ମାଲିକ କିଏ, ଜାଣନ୍ତୁ