Odisha Link
Bridging the Missing Links in Odisha
Daily Archives

December 4, 2020

ସୁନ୍ଦରଗଡ଼ରେ ସ୍ୱଚ୍ଛତା ଓ ପରିମଳ…

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ମହାନଗର ନିଗମର ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ମିଶନ…

‘ଟାଇମ୍‌’ ପତ୍ରିକାର ‘କିଡ୍‌ ଅଫ୍‌ ଦି…

ନ୍ୟୁୟର୍କ: କିଶୋରୀ ବୈଜ୍ଞାନିକ ତଥା ଉଦ୍ଭାବକ ଭାରତୀୟ-ଆମେରିକୀୟ ୧୫ ବର୍ଷୀୟ ଗୀତାଞ୍ଜଳି ରାଓଙ୍କୁ ‘ଟାଇମ୍‌’ ପତ୍ରିକା ପ୍ରଥମ କରି ‘କିଡ୍‌ ଅଫ୍‌ ଦି ଇୟର୍‌’ ଭାବେ ନାମିତ କରିଛି। ଦୂଷିତ ପାନୀୟଜଳ ଠାରୁ ଆରମ୍ଭ କରି, ଯନ୍ତ୍ରଣା ଉପସମକାରୀ ଔଷଧାଭ୍ୟାସ ଏବଂ ‘ସାଇବର୍‌ ହାରାସ୍‌ମେଣ୍ଟ୍‌’ କ୍ଷେତ୍ରରେ…

ଜାନୁଆରୀ ୧୫ରେ ପ୍ରକାଶ ପାଇବ ନୂଆ ଭୋଟର…

ଭୁବନେଶ୍ୱର: ଭୋଟର ତାଲିକାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ୨୦୨୧ ବର୍ଷ ପାଇଁ ନୂଆ ଭେ।ଟର ତାଲିକା ଜାନୁଆରୀ ୧୫ରେ ପ୍ରକାଶ ପାଇବ। ଉଭୟ ଅନଲାଇନ ଓ ଅଫ୍ ଲାଇନରେ ଭୋଟର ନିଜ ନାମକୁ ସଂଶୋଧନ…

ଭାରତକୁ ୯୦ ମିଲିିୟନ ଡଲାରର ସାମରିକ…

ୱାଶିଂଟନ୍‌: ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକିବ ଆମେରିକା। ସି-୧୩୦ଜେ ସୁପର ହର୍କ୍ୟୁଲସ୍‌ ସାମରିକ ପରିବହନ ବିମାନ ସମେତ ୯୦ ମିଲିିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ…

ପ୍ରଦୀପଙ୍କ ଅଢେଇ କୋଟିର ଯାଞ୍ଚ କରିବ ଇଡି

ଭୁବନେଶ୍ୱର: ଗତକାଲି ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍‌ ଆରମ୍ଭ ହୋଇଯାଇଛି। ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର ଯାଞ୍ଚ ହେବ। ପ୍ରଦୀପଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଚିଠି ଲେଖିଛି ଇଡି। ଟଙ୍କା ଦେଇଥିବା ବ୍ୟକ୍ତି ମଧ୍ୟ ତଦନ୍ତ…

ବୋଲେରୋ ସହ ଧକ୍କା ପରେ ଜଳିଗଲା ବାଇକ୍, ୨…

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷରା ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କା ପରେ ବାଇକ୍‌ଟି ଜଳିଯାଇଛି। ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଏବଂ ଅନ୍ୟ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି। ମଧ୍ୟାହ୍ନରେ ଏକ ବୋଲେରୋ ସହ ବାଇକ୍ ଧକ୍କା ହୋଇଥିଲା।…

ୱେସକୋ ଓ ସାଉଥକୋକୁ କିଣିଲା ଟାଟାପାୱାର

ଭୁବନେଶ୍ୱର: ଟାଟାପାୱାର ରାଜ୍ୟର ଆଉ ଦୁଇଟି ବିଦ୍ୟୁତ ୟୁଟିଲିଟି ସଂସ୍ଥାକୁ କିଣିଛି। ପଚିଶ ବର୍ଷ ପର୍ଯ୍ୟନ୍ତ ସେସୁର ପରିଚାଳନା ଲାଗି ଓଡ଼ିଶା ସରକାରଙ୍କ ସହ ମିଶି ଯୌଥ ଉଦ୍ୟୋଗ ସ୍ଥାପନ କରିଥିବା ଟାଟାପାୱାର ବିଦ୍ୟୁତ ୟୁଟିଲିଟି ସଂସ୍ଥା ୱେସକୋ ଓ ସାଉଥକୋକୁ ଅଧିଗ୍ରହଣ କରିଛି। ଏହି ଦୁଇ ସଂସ୍ଥାର ଘରୋଇ…

ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ

ଭୁବନେଶ୍ୱର: ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ। ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା। କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ।…

ସିଏମସି କରୋନା ଗାଇଡ୍‌ଲାଇନ୍: ବିବାହରେ…

କଟକ: କଟକ ମହାନଗର ନିଗମ ପକ୍ଷରୁ ଆଜି ବିବାହ ଉତ୍ସବ ଆୟୋଜନକୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କରୋନା ମହାମାରୀ ସମୟରେ କିପରି ବିବାହ ଉତ୍ସବ ପାଳନ କରାଯିବ ଏହାକୁ ନେଇ ସିଏମସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ସଂକ୍ରମଣକୁ ଧ୍ୟାନରେ ରଖି ବିବାହ ଉତ୍ସବରେ ୧୦୦ ଜଣ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ…

ଆଉ କିଛି ସପ୍ତାହରେ ଆସିଯିବ କରୋନା ଟିକା,…

ନୂଆଦିଲ୍ଲୀ: କରେନା ଟିକା ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭାରତରେ ବ୍ୟବହାର ନିମନ୍ତେ ଅଳ୍ପ କିଛି ସପ୍ତାହ ମଧ୍ୟରେ କରୋନାଭାଇରସ୍‌ ଟିକା ପ୍ରସ୍ତୁତ ହୋଇଯିବ। ଟିକା ପ୍ରୟୋଗ ପାଇଁ କେନ୍ଦ୍ର ସରକାର ବୈଜ୍ଞାନିକମାନଙ୍କ ଠାରୁ ସୂଚନା ପାଇବା ପରେ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ…