Odisha Link
Bridging the Missing Links in Odisha

କରୋନା କାଳଚକ୍ରରେ ‘ଯୁଗ ଯୁଗ ଜିୟୋ’ର କଳାକାର

ନୂଆଦିଲ୍ଲୀ : ସିନେମା ‘ଯୁଗ ଯୁଗ ଜିୟୋ’ର ସୁଟିଂ ବନ୍ଦ କରାଯିବାର ସୂଚନା ମିଳିଛି। ଏହି ସିନେମାରେ ବରୁଣ ଧଓ୍ବନ,କିୟାରା ଆଡଭାନି, ନୀତୁ କପୁର,,ଅନିଲ କପୁର ନଜର ଆସୁଛନ୍ତି।

ସିନେମା ସୁଟିଂ ପାଇଁ ପୁରା ଟିମ୍ ଚଣ୍ଡିଗଢ଼ ବାହାରିଥିଲେ। ତେବେ ବରୁଣ ଧଓ୍ବନ,କିୟାରା ଆଡଭାନି ଏବଂ ନୀତୁ କପୁରଙ୍କୁ କରୋନା ହୋଇଛି ବୋଲି ସୂଚନା ମିଳିଛି।

କରୋନା ସୂଚନା ମିଳିବା ମାତ୍ରେ ସିନେମାର ସୁଟିଂ ରୋକି ଦିଆଯାଇଛି। ନିକଟରେ ନୀତୁ ସିଂହ,ବରୁଣ ଧଓ୍ବନ,ଅନିଲ କପୁର ଏବଂ କିୟାରା ଆଡଭାନି ଏହି ସିନେମାର ପୂରା ଟିମ୍ ସୁଟିଂ ପାଇଁ ସୁଟିଂକୁ ଯିବା ପୂର୍ବରୁ ଏମାନେ ଏକାଠି ଏକ ଫଟୋ ସେୟାର କରିଥିଲେ। ଗୁରୁବାର ଏହି କଳାକାରମାନଙ୍କ ପଜିଟିଭ ହେବାର ସୂଚନା ମିଳିଛି।

Comments are closed.